ସ୍ପେଶାଲ

ଶାଢ଼ି ଓ ଜୋତାରେ ଯୁବତୀଙ୍କ ନାଚ ଦେଖି ଫ୍ଲାଟ ହେବେ ଆପଣ, ଦେଖନ୍ତୁ ଭାଇରାଲ ଭିଡିଓ

ଆପଣ ଅନେକ ଡ୍ୟାନ୍ସ ଭିଡିଓ ଦେଖିଥିବେ କିନ୍ତୁ ଏମିତିକା ୟୁନିକ ଡ୍ୟାନ୍ସ ବୋଧ ହୁଏ ପୂର୍ବରୁ କେବେବି ଦେଖିନଥିବେ। ହୁପ୍‌ ଡ୍ୟାନ୍ସର ଏସନା କୁଟ୍ଟୀ ‘ଗେନ୍ଦା ଫୁଲ’ ସଙ୍ଗରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି, ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଆପଣ ଜାଣିଥିବେ ଶାଢ଼ି ପିନ୍ଧି ଡ୍ୟାନ୍ସ କରିବା କେତେ ମୁସକିଲ। କିନ୍ତୁ ଏହି ଡ୍ୟାନ୍ସର ଶାଢ଼ି ସହିତ ହୁଲା ହୁପ ସହିତ ଗେନ୍ଦା ଫୁଲ ଗୀତରେ ଡ୍ୟାନ୍ସ କରୁଛନ୍ତି। ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେବା ସହିତ ତାଙ୍କ ଡ୍ୟାନ୍ସକୁ ଖୁବ୍‌ ପସନ୍ଦ କରୁଛନ୍ତି।

୨୩ ବର୍ଷିୟା ଏସନା କୁଟ୍ଟି ତାଙ୍କର ଏହି ଜବରଦସ୍ତ ଡ୍ୟାନ୍ସ ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ସେ ଏହି ଭିଡିଓ ପୋଷ୍ଟ କରିବା ମାତ୍ରକେ ତୁରନ୍ତ ଟ୍ଵିଟରରେ ଭାଇରାଲ ହେବାକୁ ଲାଗିଲା। ଆପଣ ବି ଦେଖନ୍ତୁ ଏହି ସୁନ୍ଦର ଭିଡିଓ।

Pritiparna

Recent Posts

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

52 mins ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

1 hour ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

2 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

3 hours ago

ବାପା ମାଟି ତଳୁ ଉଦ୍ଧାର ମା’ ଏବେବି ନିଖୋଜ ; ପୁଅକୁ ଉଚିତ୍‌ ଦଣ୍ଡ ଦେବାକୁ ଝିଅର ଦାବି

ସୋର(କେନ୍ୟୁଜ୍‌): ଜହ୍ଲାଦ ପୁଅ । ସବୁ ସୀମା ପାର୍‌ କଲା । ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ ।…

4 hours ago