Categories: ସ୍ପେଶାଲ

କେବଳ ସୌନ୍ଦର୍ଯ୍ୟ ନୁହେଁ ଭାଗ୍ୟକୁ ମଧ୍ୟ ସଜାଡି ଦେଇଥାଏ ସିନ୍ଦୁର, ଜାଣନ୍ତୁ କେମିତି?

ସନାତନ ପରମ୍ପରାରେ ହେଉଥିବା ସବୁ ପୂଜାରେ କୁମକୁମ ବା ସିନ୍ଦୂର ପ୍ରୟୋଗ ଅବଶ୍ୟ କରାଯାଇଥାଏ । କେବଳ ପୂଜା ନୁହେଁ ଅନ୍ୟ ସବୁ ମାଙ୍ଗଳିକ କାର୍ଯ୍ୟରେ ମଧ୍ୟ ଏହି ସିନ୍ଦୂରର ବ୍ୟବହାର କରାଯାଇଥାଏ । ଶକ୍ତି ସାଧନାରେ ତ ସିନ୍ଦୂରର ପ୍ରୟୋଗ ବିଶେଷ ରୂପେ କରାଯାଇଥାଏ । ପୂଜା ଥାଳିରେ ବିଶେଷ ଭାବେ ରଖାଯାଇଥିବା ସିନ୍ଦୂରର ନା କେବଳ ଧାର୍ମିକ ବରଂ ବୈଜ୍ଞାନିକ ମହତ୍ତ୍ବ ମଧ୍ୟ କରିଛି ।

ସିନ୍ଦୂରର ବୈଜ୍ଞାନିକ ମହତ୍ତ୍ବ:

ପୂଜାରେ ପ୍ରୟୋଗ ପାଇଁ ଅଣାଯାଇଥିବା ସିନ୍ଦୂର ଏକ ପ୍ରକାର ଔଷଧ ଅଟେ । ଯାହାର ପ୍ରୟୋଗ ଆୟୁର୍ବେଦରେ ତ୍ବଚା ସମ୍ବନ୍ଧୀୟ ସମସ୍ୟାକୁ ଦୁର କରିବା ପାଇଁ କରାଯାଇଥାଏ । ମଥାରେ ସିନ୍ଦୁର ଲଗାଇବା ଦ୍ବାରା ସେବଳ ସୌନ୍ଦର୍ଯ୍ୟ ବଢାଇ ନଥାଏ ବରଂ ମନର ଏକାଗ୍ରତା ମଧ୍ୟ ବଢାଇଥାଏ ।

ଷୋହଳ ସୃଙ୍ଗାର ସହିତ ଜଡିତ ସିନ୍ଦୂର :

ସ୍ତ୍ରୀମାନଙ୍କର ଷୋହଳ ସୃଙ୍ଗାରର ସମ୍ବନ୍ଧ କେବର ତାଙ୍କର ସୁନ୍ଦରତାରେ ନୁହେଁ ବରଂ ଘରର ସୁଖ ଏବଂ ସମୃଦ୍ଧି ସହିତ ମଧ୍ୟ ଜଡିତ । ସୌଭାଗ୍ୟକୁ ବଢାଉଥିବା ଏହି ଷୋହଳ ସୃଙ୍ଗାରରେ ସିନ୍ଦୂରର ବିଶେଷ ମହତ୍ତ୍ବ ରହିଛି । ବିବାହିତା ନାରୀମାନଙ୍କ ଦ୍ବାରା ସିନ୍ଦୂର ନିଜର ମଥାରେ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ ।

ଶୁଭ ଏବଂ ସୌଭାଗ୍ୟର ପ୍ରତୀକ ସିନ୍ଦୁର :

କୌଣସି ବି ପୂଜାରେ ସିନ୍ଦୂରର ବିଶେଷ ମହତ୍ତ୍ବ ରହିଥାଏ । ଶକ୍ତି ସାଧନାରେ ସିନ୍ଦୂର ଅନନ୍ତ କ୍ରାନ୍ତି ପ୍ରଦାନ କରୁଥିବା ପବିତ୍ର ପଦାର୍ଥ ମାନଙ୍କ ମଧ୍ୟରେ ଧରାଯାଇଥାଏ । ଯାହା ସ୍ତ୍ରୀ ମାନଙ୍କର ସମସ୍ତ ଇଚ୍ଛା ପୂରଣ କରିଥାଏ । ସିନ୍ଦୁରର ଲାଲ ରଙ୍ଗ ଶୁଭ,ଉତ୍ସାହ, ଏବଂ ସାହସର ପ୍ରତିକ ଅଟେ । ମଥାରେ ଏହାକୁ ଲଗାଇବା ଦ୍ବାରା ଚିନ୍ତା ଦୂର ହୋଇ ପ୍ରସନ୍ନତା ମିଳିଥାଏ । ରବିବାର ଦିନ ତମ୍ବା ଢାଳରେ ସିନ୍ଦୁର ଏବଂ ଅକ୍ଷତ ମିଳାଇ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ ଦେବା ଦ୍ବାରା ଆତ୍ମବିଶ୍ବାସ ଏବଂ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ।

ଶିବ ପୂଜାରେ ହୋଇନଥାଏ ପ୍ରୟୋଗ :

ସିନ୍ଦୂରକୁ ଶୁଭ ଏବଂ ସୌଭାଗ୍ୟର ପ୍ରତୀକ ବୋଲି ଧରାଯାଇଥାଏ । କିନ୍ତୁ ଧ୍ୟାନ ରଖନ୍ତୁ କି ଶିବ ପୂଜାରେ ସିନ୍ଦୂର ନିଷେଧ ଅଟେ ।

Sonalisa

Recent Posts

ଲୋକଙ୍କୁ ଉଷୁକାଇ କରୁଥିଲା ଦଙ୍ଗା, ପୋଲିସ ହାତରେ ଧରାପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ ଅମ୍ବିକା ଦାସ

ସୋରଡ଼ା(କେନ୍ୟୁଜ୍‌): ଦୁର୍ଦ୍ଦାନ୍ତ ଅପରାଧୀ ଅମ୍ବିକା ଦାସ ଗିରଫ। ଅମ୍ବିକା ଦାସକୁ ଗିରଫ କଲା ସୋରଡ଼ା ପୋଲିସ । ଗଞ୍ଜାମ ଜିଲ୍ଲା…

31 mins ago

ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ବାଇକ ଚାଳକ ମୃତ

ବାଙ୍ଗିରିପୋଷି(କେନ୍ୟୁଜ୍‌): ଦ୍ୱାରାଶୁଣି ଘାଟିରେ ପୁଣିଥରେ ଦୁର୍ଘଟଣା । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ୱାରାଶୁଣି ଘାଟିରେ ଅଜଣା ଗାଡି ଧକ୍କାରେ ବାଇକ…

49 mins ago

ଗଠନ ହେବ ନୂଆ ବିଧାନସଭା, ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(କେନ୍ୟୁଜ୍‌): ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ । ରାଜ୍ୟପାଳ ରଘୁବର ଦାଶ ୧୬ତମ ଓଡ଼ିଶା ବିଧାନସଭା ଭଙ୍ଗ ପାଇଁ…

1 hour ago

ୟୁରିକ୍ ଏସିଡ୍‌କୁ ନିୟନ୍ତ୍ରଣ କରିବ କଖାରୁ, ହାର୍ଟ ପାଇଁ ମଧ୍ୟ ହୋଇଥାଏ ଲାଭଦାୟକ

ଆଜିର ଖରାପ ଲାଇଫ୍‌ ଷ୍ଟାଇଲ୍‌ ଏବଂ ଖାଇବା ଅଭ୍ୟାସ ହେତୁ ଲୋକଙ୍କ ମଧ୍ୟରେ ୟୁରିକ୍ ଏସିଡ୍ ସମସ୍ୟା ଦ୍ରୁତ ଗତିରେ…

1 hour ago

କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଲେ କେଦାର ଯାଦବ, ଫ୍ୟାନ୍ସଙ୍କୁ ଜଣାଇଲେ ଧନ୍ୟବାଦ

ଟି୨୦ ବିଶ୍ୱକପ ଚାଲିଥିବା ବେଳେ ଭାରତର ପ୍ରଥମ ମ୍ୟାଚ୍‌ ଜୁନ୍‌ ୫ ତାରିଖରେ ଖେଳାଯିବ । ଏହି ମ୍ୟାଚକୁ ଫ୍ୟାନ୍ସ…

1 hour ago

ଧର୍ମଶାଳା ଓ ରସୁଲପୁର ବ୍ଲକ ଅଫିସ୍ ରେ ଭଙ୍ଗାରୁଜା ଘଟଣାରେ ୨୦ ଗିରଫ

ଯାଜପୁର(କେନ୍ୟୁଜ୍‌): ଯାଜପୁର ଜିଲ୍ଲା ଧର୍ମଶାଳାରେ ମତଦାନ ପରେ ବ୍ଲକ ଅଫିସରେ ଭଙ୍ଗାରୁଜା ଘଟଣାରେ ୨୦ ଜଣ ଗିରଫ । ୨୦ଜଣଙ୍କୁ…

1 hour ago