ସ୍ପେଶାଲ

ଯେଉଁଠି ବିବାହ ପୂର୍ବରୁ ଲିଭ୍‌ ଇନ୍‌ ରିଲେସନଶିପ୍‌ ରେ ରହନ୍ତି ଲୋକେ, ଏବେ ୧୦୫ ଯୋଡ଼ିଙ୍କୁ ବିବାହ କରାଇଲେ ସରକାର

ଭାରତରେ ଭିନ୍ନ ଭିନ୍ନ ରାଜ୍ୟରେ ବିଭିନ୍ନ ପରମ୍ପରା ରହିଛି । ହେଲେ ପରମ୍ପରା ନାମରେ ଏମିତି କିଛି କାର୍ଯ୍ୟ ହୁଏ ଯାହା ପାଇଁ ଏକ ସମାଜ ସମାଜର ମୁଖ୍ୟ ସ୍ରୋତରୁ ଅଲଗା ହୋଇ ରହିଯାଏ । ଝାଡ଼ଖଣ୍ଡର ଏହି ଇଲାକାରେ ଲୋକେ ନିଜର ଭାଇ ବନ୍ଧୁଙ୍କୁ ଭୋଜି ଗଣ୍ଡାଏ ଦେବାକୁ ଅକ୍ଷମତା କାରଣରୁ ବିବାହ କରି ନପାରି ଲିଭ୍‌ ଇନ୍‌ ରିଲେସନ୍‌ଶିପ୍‌ ରେ ରହିଆସୁଥିଲେ । ନିକଟରେ ଏମିତି ଏକ ବିବାହ ଅନୁଷ୍ଠିତ ହୋଇଥିଲା ଝାଡ଼ଖଣ୍ଡର ବିହୋଡ ଠାରେ । ଯେଉଁଠି ପ୍ରଶାସନର ସହଯୋଗରେ ୧୦୫ ଯୋଡ଼ି ବର-କନ୍ୟାଙ୍କ ବିବାହ ଅନୁଷ୍ଠିତ ହୋଇଛି ।

photo credit: aajtak.in

ଲିଭ୍‌ ଇନ୍‌ ରିଲେସନ୍‌ଶିପ୍‌ ରେ ରହୁଥିବା ଏହି ବ୍ୟକ୍ତିଙ୍କୁ ସମାଜରେ ଢ଼ୁକୁ ନାମରେ ତିରସ୍କାର କରାଯାଉଥିଲା । ଏମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଦୀର୍ଘ ଦିନ ଧରି ପ୍ରୟାସ ଜାରି ରହିଥିଲା । ୨୦୧୭ ମସିହାରୁ ଆଜି ଯାଏ ଦୀର୍ଘ ୫ ବର୍ଷ ପରେ ଏକ ସଂସ୍ଥା ବୁଝାଇବା ପରେ ଆଜି ସେମାନଙ୍କୁ ଢ଼ୁକୁ ତିରସ୍କାରରୁ ମୁକ୍ତି ମିଳିଛି । ପ୍ରଶାସନ ସହ ପୋଲିସ ଉପସ୍ଥିତିରେ ଏକ ସମୂହ ବିବାହରେ ୧୦୫ ଯୋଡ଼ିଙ୍କୁ ବିବାହ ସ୍ୱୀକୃତି ମିଳିଛି । ଏବଂ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ।

photo credit: aajtak.in

ଏମାନଙ୍କୁ ଆଜିଠାରୁ ଢ଼ୁକୁ କଳଙ୍କରୁ ମୁକ୍ତି ମିଳିଛି । ଝାଡ଼ଖଣ୍ଡର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଓ କେନ୍ଦ୍ରୀୟ ସଚିବ ଏ ଏନ୍‌ ସିହ୍ନା ଏହି ବର-କନ୍ୟାଙ୍କୁ ଭର୍ଚୁଆଲ୍‌ ଆର୍ଶିବାଦ କରିଥିଲେ । ଏବଂ ଏମାନଙ୍କୁ ରାସନ କାର୍ଡ, ଆଧାର କାର୍ଡ ଆଦି ସରକାରୀ ଯୋଜନାର ସୁଯୋଗ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ସମାଜରେ ପ୍ରେମୀ ଯୋଡ଼ି ବିବାହ ତ କରି ଦିଅନ୍ତି ହେଲେ ବିବାହ ଭୋଜି ଦେଇ ନପାରି ଲଭ୍‌ ଇନ୍‌ ରିଲେସନ୍‌ଶିପ୍‌ରେ ରହିବାକୁ ବାଧ୍ୟ ହୁଅନ୍ତି ।

photo credit: aajtak.in

ଫଳରେ ମଜ୍‌ବୁରି କାରଣରୁ ଏମାନଙ୍କ ଉପରେ ସାମାଜିକ ବାସନ୍ଦ ଲାଗିଯାଇଥାଏ । ଫଳରେ ଏମାନଙ୍କ ଠାରୁ ସାମାଜିକ ସମାରୋହରେ ଯୋଗ ଦେବା ଅଧିକାର ଛଡ଼ାଇ ନିଆଯାଇଥାଏ । ଯେଉଁଥିପାଇଁ ଏମାନେ ସମାଜରୁ ବାସନ୍ଦ ହୋଇ ରହିଥାନ୍ତି । କେବଳ ଏମାନଙ୍କୁ ନୁହେଁ ତାଙ୍କର ଆଗାମୀ ପିଢ଼ିକୁ ମଧ୍ୟ ତିରସ୍କାର ସିହିବାକୁ

Niharanjan

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

25 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

39 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

54 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago