ସ୍ପେଶାଲ

କୌଣସି ନୂତନ କାର୍ଯ୍ଯ କରିବା ପୂର୍ବରୁ କାହିଁକି ଭଙ୍ଗାଯାଏ ନଡ଼ିଆ, ଜାଣନ୍ତୁ କ’ଣ ରହିଛି ଏହାର ମହତ୍ବ

ଆମେ ଯେତେବେଳେ କିଛି ନୂଆ କାମ କରିଥାଉ ସର୍ବପ୍ରଥମେ ନଡ଼ିଆ ଭାଙ୍ଗିଥାଉ। ସେ ନୂଆ ଦୋକାନ ଘର ହେଉ, ନୂତନ ବାହାନ ହେଉ କିମ୍ବା କୌଣସି ମାଙ୍ଗଳିକ କାର୍ଯ୍ଯରେ ମଧ୍ଯ ନଡ଼ିଆ ଫଟା ଯିବାର ପରମ୍ପରା ରହିଛି। କିନ୍ତୁ କଣ ଆପଣ ଜାଣିଛନ୍ତି କି ପ୍ରତ୍ଯେକ କାର୍ଯ୍ଯର ଶୁଭାରମ୍ଭରେ କାହିଁକି ଫଟାଯାଏ ନଡ଼ିଆ। ଯଦି ନାଁ ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ।

ସନାତମ ଧର୍ମରେ ନଡ଼ିଆକୁ ଶୁଭ ଏବଂ ମାଙ୍ଗଳିକ ଫଳ କୁହାଯାଇଥାଏ। ଏହାକୁ ସୌଭାଗ୍ଯ ଏବଂ ସମୃଦ୍ଧିର ପ୍ରତୀକ ମଧ୍ଯ କୁହାଯାଇଥାଏ। ନଡ଼ିଆ ସବୁଠାରୁ ପବିତ୍ର ଫଳ। ଏହିକାରଣରୁ ସମସ୍ତ ଦେବାଦେବୀଙ୍କ ନିକଟରେ ନଡ଼ିଆ ଅର୍ପଣ କରାଯାଇଥାଏ।

ନଡ଼ିଆର ଉପର ଭାଗ ଦେକିବାକୁ ଯେତିକି ଟାଣ ହୋଇଥାଏ ତାର ଭିତର ଭାଗ ମଧ୍ଯ ସେତିକି ନରମ ହୋଇଥାଏ। ଠିକ୍ ସେହିଭଳି ଆମେ କଠିନ ପରିଶ୍ରମ କରିବା ପରେ ହିଁ ଆମକୁ ସଫଳତା ମିଳିଥାଏ। ନଡ଼ିଆ ଭିତରର ପାଣି ମଧ୍ଯ ଅତ୍ଯନ୍ତ ପବିତ୍ର ହୋଇଥାଏ। ଏହିକାରଣରୁ ଯେତେବେଳେ ନଡ଼ିଆ ଭଙ୍ଗା ଯାଇଥାଏ ସେତେବେଳେ ନଡ଼ିଆର ପାଣି ଚାରିଆଡେ ପଡିଥାଏ, ଯାହାଦ୍ବାରା ନକାରାତ୍ମକ ପ୍ରଭାବ ଦୂର ହୋଇଥାଏ।

ସେହିଭଳି ନଡ଼ିଆରେ ତିନିଟି ଚିହ୍ନ ରହିଥାଏ, ଯାହାକୁ ଭଗବାନ ଶଙ୍କରଙ୍କ ତିନି ନେତ୍ର ବୋଲି କୁହାଯାଇଥାଏ। ଏକାକ୍ଷୀ ନଡ଼ିଆ ମିଳିବା ଅତ୍ଯନ୍ତ କଷ୍ଟ ହୋଇଥାଏ। ଏହି ନଡ଼ିଆ ମା’ ଲକ୍ଷ୍ମୀଙ୍କୁ ଅର୍ପଣ କରିବା ଦ୍ବାରା କୃପା ପ୍ରାପ୍ତ ହୋଇଥାଏ।
ନଡ଼ିଆ ଭଗବାନ ଗଣେଶଙ୍କର ପ୍ରିୟ ଫଳ। କୌଣସି କାର୍ଯ୍ଯର ଆରମ୍ଭରେ ନଡ଼ିଆ ଭାଙ୍ଗିବା ଦ୍ବାରା କାର୍ଯ୍ଯରେ ବିଘ୍ନ ଆସିନଥାଏ। କୁହାଯାଇଥାଏ ପ୍ରାଚୀନ କାଳରୁ ବଳି ପ୍ରଥା ବନ୍ଦ କରିବା ପାଇଁ ନଡ଼ିଆକୁ ବଳି ରୂପେ ଚଢାଯାଇଥାଏ।

KNews Bureau

Recent Posts

ଷଷ୍ଠ ଥର ନବୀନ ସରକାର, ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ ବହୁମତ

ଭୁବନେଶ୍ୱର : ଷଷ୍ଠ ଥର ନବୀନ ସରକାର । ଓଡ଼ିଶା ଗଣମାଧ୍ୟମ ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ…

14 mins ago

ଜୁନ ୨୦ରେ ଲଞ୍ଚ ହେବାକୁ ଯାଉଛି Realme GT 6, ଡିଜାଇନ୍ ଦେଖିଲେ କହିବେ ‘Wow’

ଗତ ମାସରେ ଭାରତରେ Realme GT 6T ଲଞ୍ଚ କରାଯାଇଥିଲା । ରିୟଲମି ଚଳିତ ମାସରେ ଜିଟି ସିରିଜର ଆଉ…

27 mins ago

ଗାଁର ଚାରି ଆଡେ଼ ଘେରି ରହିଛି ନାଳ, ବର୍ଷା ଦିନେ ଜଳବନ୍ଦୀ ଜୀବନ କାଟନ୍ତି ଏହି ଗ୍ରାମବାସୀ

ସୁନ୍ଦରଗଡ(କେନ୍ୟୁଜ୍): ଭାରତ ସ୍ୱାଧୀନତାକୁ ବିତି ସାରିଲାଣି ୭୪ବର୍ଷ । ଏହି ୭୪ ବର୍ଷରେ ଆସିଛନ୍ତି ଅନେକ ସରକାର । କରିଛନ୍ତି…

28 mins ago

ପ୍ୟାରିସରୁ ମୁମ୍ବାଇ ଆସୁଥିବା ବିମାନରେ ବୋମା ଆତଙ୍କ, ଜରୁରୀକାଳୀନ ଅବତରଣ କଲା ଭିସ୍ତାରା ବିମାନ

ପ୍ୟାରିସରୁ ମୁମ୍ବାଇ ଆସୁଥିବା ଭିସ୍ତାରା ବିମାନରେ ବୋମା ଆତଙ୍କ । ଏହି ଖବର ପ୍ରସାରିତ ହେବା ପରେ ଆତଙ୍କ ସୃଷ୍ଟି…

28 mins ago

ଫ୍ୟାନକୁ ଡେଟ୍ କରିବାକୁ ଚାହୁଁଛନ୍ତି କାର୍ତ୍ତିକ ଆର୍ଯ୍ୟନ୍! ଫିମେଲ୍ ଫ୍ୟାନ୍ସଙ୍କର ଲାଗିଲା ଲଟେରୀ

କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ଆଗାମୀ ଫିଲ୍ମ 'ଚନ୍ଦୁ ଚାମ୍ପିଅନ୍'କୁ ନେଇ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଫିଲ୍ମରୁ…

1 hour ago

ସ୍ୱପ୍ନାଦେଶ ପରେ ମା’ଙ୍କ ନାମକରଣ ହୋଇଥିଲା ସୁବର୍ଣ୍ଣରେଖା, ଏବେ ଚାଲିଛି ଠାକୁରାଣୀଙ୍କ ଯାତ୍ରା

ଗଞ୍ଜାମ(କେନ୍ୟୁଜ)- ମା’ଙ୍କ ଯାତ୍ରା ପାଇଁ ଘଣ୍ଟ ଘଣ୍ଟା ହୁଳହୁଳିରେ କମ୍ପି ଉଠୁଛି ଗଗନ ପବନ । ହଜାର ହଜାର ଭକ୍ତଙ୍କ…

1 hour ago