Categories: ସ୍ପେଶାଲ

ଥରେ ବୁଲିଆସନ୍ତୁ ଢେଙ୍କାନାଳର କପିଳାସ ଶୈବ ପୀଠ , ବାବାଙ୍କ ଦର୍ଶନ କଲେ ପୂର୍ଣ୍ଣ ହୋଇଥାଏ ସମସ୍ତ ମନସ୍କାମନା

ଢ଼େଙ୍କାନାଳ(କେନ୍ୟୁଜ୍) : ଓଡିଶାରେ ଭରପୂର ରଖିଛି ପର‌୍ୟ୍ୟଟନ ସ୍ଥଳୀ । ସେଥିପାଇଁ କାହିଁ କେଉଁ ଦେଶ ବିଦେଶରୁ ପର‌୍ୟ୍ୟଟକ ମାନେ ଧାଇଁ ଆସିଥାନ୍ତି ଏଠାକୁ । ପ୍ରାକୃତିକ ସୌନ୍ଦର‌୍ୟ୍ୟ ସହିତ ଐତିହ୍ୟକୁ ଖୁବ୍ ପସନ୍ଦ କରିଥାନ୍ତି ଏହି ପର‌୍ୟ୍ୟଟକମାନେ । ତେବେ ଏହି ପର‌୍ୟ୍ୟଟନ ସ୍ଥଳୀମାନଙ୍କ ମଧ୍ୟରେ ଅନ୍ୟତ୍ତମ ଢେଙ୍କାନାଳ ଜିଲ୍ଲାର କପିଳାସ ଶୈବ ପୀଠ।

ଏହି ମନ୍ଦିରକୁ ନେଇ ଅନେକ କିମ୍ବଦନ୍ତୀ ରହିଛି । ଜାତୀୟ ରାଜପଥ ଠାରୁ ୨୫ କିଲୋମିଟର ଦୂରରେ ମନ୍ଦିରଟି ଅବସ୍ଥିତ । ଏହି ମନ୍ଦିର ଏକ ଐତିହାସିକ ତୀର୍ଥସ୍ଥଳୀର ମାନ୍ୟତା ପାଇଛିି । ମନ୍ଦିରର ଦୁର୍ଲଭ କାରୁକାର‌୍ୟ୍ୟ ଅନନ୍ୟ । ବିଶ୍ୱାସ ଅଛି, ୧୩ଶହ ୫୨ ପାହାଚ ଚଢ଼ି ବାବାଙ୍କ ଦର୍ଶନ କଲେ, ମନସ୍କାମନା ପୂରଣ ହୋଇଥାଏ । ସେଥିପାଇଁ ଦୂରଦୂରାନ୍ତରୁ ଭକ୍ତମାନେ ଛୁଟି ଆସିଥାନ୍ତି ଏଠାକୁ।

ବିଭିନ୍ନ ପର୍ବପର୍ବାଣୀରେ ଠାକୁରଙ୍କୁ ସ୍ୱତନ୍ତ୍ର ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଏ । ବିଶେଷକରି ଜାଗର ଯାତ୍ରା ଦିନ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ । ଏହା ସହ ଶ୍ରାବଣ ମାସର ପ୍ରତ୍ୟେକ ସୋମବାରରେ ଲକ୍ଷାଧିକ କାଉଡିଆଙ୍କ ସମାଗମ ହୋଇଥାଏ । ପର‌୍ୟ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏଠାରେ ଚିଡିଆଖାନା, ବିଜ୍ଞାନ ଉଦ୍ୟାନ, ପାନ୍ଥଶାଳା ଆଦି ଖୋଲାଯାଇଛି।

Sonalisa

Recent Posts

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

6 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

14 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

17 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

24 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

49 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

59 mins ago