Categories: ସ୍ପେଶାଲ

ପୁତ୍ର ସନ୍ତାନ ଜନ୍ମ ଦେଲେ ସହିଦଙ୍କ ପତ୍ନୀ, କହିଲେ ‘ଇଏ ନେବ ପାକିସ୍ତାନ ଠାରୁ ପ୍ରତିଶୋଧ’

ଜମ୍ମୁ-କାଶ୍ମୀରରେ ପାକିସ୍ତାନ ଆକ୍ରମଣରେ ସହିଦ ହୋଇଥିଲେ ଯବାନ ରାଜେଶ ଯାଦବ। ଏହି ଦୁଃଖଦ ମୁହୁର୍ତ୍ତ ଭିତରେ ତାଙ୍କ ଘର ସେତେବେଳେ ଖୁସିରେ ଝୁମି ଉଠିଲା ଯେତେବେଳେ ତାଙ୍କ ବିଧବା ପତ୍ନୀ ଶ୍ବେତା ଯାଦବ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ପୁତ୍ରକୁ ଜନ୍ମ ଦେଲା ପରେ ଶ୍ବେତା କହିଲେ ଯେ ସେ ପୁଅକୁ ସେନାରେ ପଠାଇବେ ଏବଂ ସେ ପାକିସ୍ତାନ ଠାରୁ ନିଜର ବାପାଙ୍କ ମୃତ୍ୟୁର ପ୍ରତିଶୋଧ ନେବ।

ଉତ୍ତର ପ୍ରଦେଶ ଏଟା ନିବାସୀ ଯବାନ ରାଜେଶ ଯାଦବ ୫ ଡିସେମ୍ବର ୨୦୧୮ରେ ପାକିସ୍ତାନଙ୍କ ସିମାରେ ଆତଙ୍କୀଙ୍କ ସହିତ ଯୁଦ୍ଧ କରୁଥିବାବେଳେ ସହିଦ ହୋଇଯାଇଥିଲେ। ସେହି ସମୟରେ ତାଙ୍କ ପତ୍ନୀ ଶ୍ବେତା ଗର୍ଭବତୀ ଥିଲେ।

ଶ୍ବେତା ଏତେ ଦୁଃଖରେ ଏକ ସୁସ୍ଥ ପିଲାକୁ ଜନ୍ମ ଦେଇଛନ୍ତି। ପୁଅକୁ ଦେଖି ଶ୍ବେତା ବହୁତ ଖୁସି ଅଛନ୍ତି କାରଣ ପୁଅକୁ ବଡ କରି ସେନାରେ ଛାଡିବେ।

ନିଶ୍ଚୟ ପଢ଼ନ୍ତୁ : ଜନ୍ମତାରିଖର ପରଦିନ ହିଁ ସହିଦ ହୋଇଗଲେ ଏହି ଜବାନ, ପୁଅ କହିଲା ଶତୃଙ୍କ ଠାରୁ ପ୍ରତିଶୋଧ ନେବାପରେ ହିଁ ପାଳନ କରିବି ମୋ…

ଶ୍ବେତାଙ୍କୁ ସ୍ବାମୀଙ୍କ ସହିଦ ହେବାର ବହୁତ ଦୁଃଖ ରହିଛି। କିନ୍ତୁ ଏବେ ବି ଦେଶ ଭକ୍ତିର ଉତ୍କଣ୍ଠା ତାଙ୍କ ଭିତରେ ରହିଛି ଏବଂ ନିଜ ପୁଅକୁ ସେନାରେ ପଠାଇବା କଥା ସେ କହିଛନ୍ତି।

ସହିଦଙ୍କ ବାପାଙ୍କ କହିବାନୁଯାୟୀ ମୁଁ ଦେଶ ପାଇଁ ମୋ ପୁଅକୁ ହାରାଇଛି। କିନ୍ତୁ ନାତି ରୂପରେ ମୋ ପୁଅ ପୁଣି ଆସିଛି। ଏବେ ସେ ତାକୁ ନିଜ ପୁଅ ଠାରୁ ଅଧିକ ଭଲ ଭାବରେ ପାଳିବେ ଏବଂ ତାକୁ ସୈନିକ କରାଇବେ।

ଜଣାଇବାକୁ ଚାହିଁବୁ ଯେ ରାଜେଶ ତାଙ୍କ ମା-ବାପାଙ୍କର ଏକମାତ୍ର ସନ୍ତାନ ଥିଲେ। ତାଙ୍କର ସହିଦ ହେବାରେ ପୂରା ପରିବାର ଗର୍ବ ଅନୁଭବ କରୁଥିଲା। ଏବେ ତାଙ୍କ ପରିବାର ଚାହିଁଛି ଯେ ସେନାମନେ ପାକିସ୍ତାନକୁ ଉଚିତ ଶିକ୍ଷା ଦେଉ।

Pritiparna

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

3 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

6 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

7 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

7 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

7 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

7 hours ago