pc: navbharat times
IAS ପଦବୀ ପାଇବା ସମସ୍ତଙ୍କ ପାଇଁ ସହଜ ନୁହେଁ। ଏହାକୁ ପାଇବା ପାଇଁ କଡ଼ା ପରିଶ୍ରମ ଦରକାର। ଏହାର ମହତ୍ୱ ସିଏ ବୁଝିଛି ଯିଏ ଏହି ପଦବୀ ପାଇଛି । ନଚେତ ଯିଏ ଏହାକୁ ପାଇବାକୁ ପରିଶ୍ରମ କରୁଛି। କିନ୍ତୁ ଏବେ ସୋସିଆଲ ମିଡିଆରେ ଜଣେ ଆଇଏଏସ୍ ଅଫିସରଙ୍କ ଟ୍ଵିଟ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟକୁ ଅନେକ ଲୋକ ପସନ୍ଦ କରୁଛନ୍ତି।
ସେଲ୍ଵା କୁମାରୀ ଜୟାରାଜନ ପେଶାରେ ଜଣେ ଆଇଏଏସ୍ ଅଫିସର। ସେ ତାଙ୍କ ଟ୍ଵିଟର ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏଠାରେ ତାଙ୍କ ଚେୟାରରେ ଜଣେ ଛୋଟ ଝିଅ ବସିଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ସେଲ୍ଵା କୁମାରୀଙ୍କ କହିବା ଅନୁଯାୟୀ, ଏହି ଛୋଟ ଝିଅ ବଡ଼ ହୋଇ ଆଇଏଏସ୍ ଅଫିସର ହେବାକୁ ଚାହୁଁଛି।
ଏହି ଚେୟାରରେ ବସି କିପରି ଅନୁଭବ ହେଉଛି ତାହା ସେ ଜାଣିବାକୁ ଚାହୁଁଛି। ତେଣୁ ସେଥିପାଇଁ ସେଲ୍ଵା କୁମାରୀ ଛୋଟ ଝିଅକୁ ଚେୟାର ଉପରେ ବସାଇଛନ୍ତି। ଯାହାର ଏକ ଫଟୋ ସେ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଥିଲେ । ଯାହା ଖୁବ ଭାଇରାଲ ହେଉଛି।
ଇରାନ୍ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…
ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…
ଉଦ୍ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍ ମଙ୍ଗଳବାର ଭୁଶୁଡ଼ି…
କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…
ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…