Categories: ସ୍ପେଶାଲ

ମହାକାଶରୁ ଦେଖାଯାଏ ଆଫ୍ରିକା ମରୁଭୂମିର ଏହି ରହସ୍ୟମୟ ଆକୃତି, କ’ଣ ରହିଛି ଏହା ପଛର ସତ୍ୟତା, ଜାଣନ୍ତୁ?

ଆଫ୍ରିକାର ସାହାରା ମରୁଭୂମିରେ ମଝିଆ ମଝି ତିଆରି ହୋଇଥିବା ୫୦ କିମି ବ୍ୟାପ୍ତ ରିଚ୍‌ ସେକ୍ଟର ରହସ୍ୟରେ ଘେରି ରହିଛି। ଏଠାରେ ଅଦ୍ଭୁତ କଳାକୃତି କେବଳ ପୃଥିବୀରୁ ନୁହେଁ, ମହାକାଶରୁ ବି ପ୍ରାଞ୍ଜଳ ଭାବେ ନଜର ଆସୁଛି। ଏହାର ନିର୍ମାଣକୁ ନେଇ ଖୁବ୍‌ ବିବାଦ ରହିଛି। ପ୍ରତ୍ୟେକ ଭିନ୍ନ ନିର୍ମାଣକୁ ଏଲିୟନ ସହ ଯୋଡ଼ି ଦେଖୁଥିବା ଲୋକେ ଏହାକୁ ବି ଅନ୍ୟ ଗ୍ରହର ପ୍ରାଣୀଙ୍କ କାରନାମା ବୋଲି ଦର୍ଶାଇଛନ୍ତି। ତେବେ ଆସନ୍ତୁ ଜାଣିବା ଏ ବାବଦରେ କ’ଣ କୁହନ୍ତି ବୈଜ୍ଞାନିକ।

ବୈଜ୍ଞାନିକମାନେ ଲମ୍ବା ସମୟ ଧରି ଗବେଷଣା କରିବା ପରେ ଯାହା ଅନୁଧ୍ୟାନ କରିଛନ୍ତି, ତାହା ବହୁତ ତଥ୍ୟମୂଳକ ଅଟେ। କୁହାଯାଏ କି, ସାହାରାର ଏହି ଇଲାକା ପୂର୍ବରେ ପୂରାପୂରି ଭାବେ ସମୁଦ୍ର ଦ୍ୱାରା ଘେରି ହୋଇ ରହିଥିଲା। ଧୀରେ ଧୀରେ ଏଥିରେ ପରିବର୍ତ୍ତନ ଆସିଥିଲା ଏବଂ ଏହି ଅଞ୍ଚଳ ଦୁନିଆର ସବୁଠାରୁ ବଡ଼ ମରୁଭୂମିରେ ପରିଣତ ହୋଇଗଲା।

ଏହାସହ ପଢ଼ନ୍ତୁ: ଜାଣନ୍ତୁ ଏହି ଜଙ୍ଗଲର ରହସ୍ୟ, କାହିଁକି ଏଠାରେ ୯୦ ଡିଗ୍ରୀରେ ବଙ୍କେଇ ଯାଆନ୍ତି ଗଛ

ସମୟାନୁସାରେ ପାଣି ସଙ୍କୁଚିତ ହୋଇଯିବାରୁ ବାଲି ଏବଂ ପାଣି ଏମିତି ଏକ ଆକୃତି ନିର୍ମାଣ କରିଥିଲା, ଯାହା ଦେଖିବାରେ ଆଖି ଭଳି ଲାଗିଥିଲା। ସମୟ ଗଡ଼ି ଚାଲିବା ସହ ଏହାକୁ ସାହାରାର ଆଖି ବୋଲି କୁହାଯାଇଥିଲା। ତେବେ ଏହା ଏକମାତ୍ର ଏମିତି ଆକୃତି ନୁହେଁ, ପୃଥିବୀର ଅନେକ ସ୍ଥାନରେ ମଧ୍ୟ ଏହିଭଳି ନଜର ଆସିଥାଏ, ଯେଉଁଥିରେ ବେଲିଜ୍‌ର ଦ ଗ୍ରେଟ୍‌ ବ୍ଲୁ ହୋଲ୍‌ ସାମିଲ ରହିଛି।

Roshni

Recent Posts

ମୁଖ୍ୟମନ୍ତ୍ରୀ ପଦରୁ ହଟିଲା ପରେ ଏକ୍ସ ପ୍ରୋଫାଇଲରେ ନାଁ ପରିବର୍ତ୍ତନ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର (କେନ୍ୟୁଜ); ଓଡ଼ିଶାରେ ସରିଲା ନବୀନ ଯୁଗ ।  ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ମୁଖ୍ୟମନ୍ତ୍ରୀ ଥିବା ନବୀନ ଏବେ…

6 mins ago

ରିଆସି ତୀର୍ଥଯାତ୍ରୀ ବସ୍‌ ଉପରେ ଆକ୍ରମଣ: ଆତଙ୍କବାଦୀଙ୍କ ସ୍କେଚ୍ ଜାରି, ସୂଚନା ଦେଲେ ମିଳିବ ୨୦ ଲକ୍ଷ

ଜମ୍ମୁରେ ରିଆସିରେ ତୀର୍ଥଯାତ୍ରୀ ବସ୍ ଉପରେ ଆକ୍ରମଣ ଘଟଣାରେ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି ପୋଲିସ । ଆତଙ୍କବାଦୀଙ୍କ ସ୍କେଚ୍…

23 mins ago

ଶୀତଳଷଷ୍ଠୀରେ ପୁରୀରେ ବାଣ ଫୁଟା ଉପରେ କଟକଣା, ୧୪ ତାରିଖ ଯାଏ ୧୪୪ ଧାରା ଲାଗୁ

ପୁରୀ (କେନ୍ୟୁଜ): ଶୀତଳଷଷ୍ଠୀରେ ବାଣ ଫୁଟା ଉପରେ କଟକଣା। ଶୀତଳଷଷ୍ଠୀ ଅବସରରେ ପୁରୀର ବିଭିନ୍ନ ଶିବ ମନ୍ଦିରରେ ବାଣ ଫୁଟା…

28 mins ago

ଜମ୍ମୁ କଶ୍ମୀର ଡୋଡାରେ ସେନା କ୍ୟାମ୍ପରେ ଆକ୍ରମଣ, ୬ ଯବାନ ଆହତ

ଜମ୍ମୁ କଶ୍ମୀର ଡୋଡାରେ ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୬ ଜଣ ଯବାନ ଆହତ…

58 mins ago

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ମୋହନ ମାଝୀଙ୍କ ପାଇଁ ଆସିଲା ବଡ ଦୁଃଖଦ ଖବର

ଭୁବନେଶ୍ଵର (କେନ୍ୟୁଜ): ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ପାଇଁ ଦୁଃଖଦ ଖବର । ମୁଖ୍ୟମନ୍ତ୍ରୀ…

1 hour ago

ପୁଣି ଥରେ ଦାଦନ ଦୁଃଖ: ୨୫୦ଶ୍ରମିକଙ୍କୁ ଅଧା ରାସ୍ତାରେ ଛାଡି ପଳାଇଲା ବସ୍

ଜୟପୁର (କେନ୍ୟୁଜ): ଅମାନୁଷିକତା ଭଳି ଗୋଟିଏ ବସରେ ଟାଇଁ ଟାଇଁ ଖରାରେ ଆସିଲେ ୨୫୦ ଦାଦନ ଶ୍ରମିକ । ରାସ୍ତାରେ…

1 hour ago