ସ୍ପେଶାଲ

ଭୂମି ଉପରେ ବସି ଭୋଜନ ଗ୍ରହଣ କଲେ ବୃଦ୍ଧି ହୋଇଥାଏ ଆୟୁ ! ଶାସ୍ତ୍ରରେ ବି ଲେଖା ଅଛି ଏହାର ଅନେକ ଫାଇଦା

ପୁରୁଣା ପରମ୍ପରାକୁ ଯଦିଓ ଆଜିକାଲିର ଲୋକ ଆଉ ମାନୁ ନାହାନ୍ତି, କିନ୍ତୁ ଏହାର ନିଜସ୍ୱ ବୈଜ୍ଞାନିକ ମହତ୍ତ୍ୱ ରହିଛି। ଏହି ସବୁ ପରମ୍ପରା ବ୍ୟକ୍ତିକୁ ସୁସ୍ଥ ଏବଂ ସୁଖୀ ରଖିବା ପାଇଁ ବନାଯାଇଥିଲା। ଆଗକାଳରେ ଲୋକେ ତଳେ ବସି ଭୋଜନ ଗ୍ରହଣ କରୁଥିଲେ, କିନ୍ତୁ ଆଜିକାଲି ଆଧୁନିକ ଜୀବନଶୈଳୀରେ ଲୋକେ ଟେବୁଲ, ଚୌକିରେ ବସି ଖାଦ୍ୟ ଖାଉଛନ୍ତି।

ହେଲେ ଆପଣ ଜାଣିଛନ୍ତି କି, ଆମ ହିନ୍ଦୁ ଶାସ୍ତ୍ରରେ ତଳେ ବସି ଖାଇବାର ଅନେକ ଫାଇଦା ବିଷୟରେ କୁହାଯାଇଛି। ଆଜି ଆମେ ଆପଣଙ୍କୁ କହିବୁ କାହିଁକି ତଳେ ବସି ଖାଦ୍ୟ ଖାଇବା ଉଚିତ।

୧. ଯେଉଁ ବ୍ୟକ୍ତି ତଳେ ବସି ଭୋଜନ କରିଥାଏ, ସେ ସୁଖାସନ ବା ଚକା ପକାଇ ବସିଥାଏ। ଏହି ମୁଦ୍ରାରେ ବସି ଭୋଜନ କରିବାରେ ପାଚନ କ୍ଷମତା ବଢ଼ିଥାଏ।

୨. ତଳେ ଚକା ପକାଇ ବସି ଖାଇଲେ ପିଠିର ତଳ ଭାଗ ତଥା ପେଟ ଆଖପାଖର ମାଂସପେଶୀ ଟାଣି ହୋଇ ରହିଥାଏ। କହିବାକୁ ଗଲେ ତଳେ ବସି ଖାଇଲେ ପେଟ ସମ୍ବନ୍ଧୀୟ ସବୁ ରୋଗ ଭଲ ହୋଇଯାଇଥାଏ।

୩. ତଳେ ବସି ଖାଇଲେ ଅଣ୍ଟା ଯନ୍ତ୍ରଣା ହୋଇ ନ ଥାଏ ଏବଂ ବ୍ୟକ୍ତି ସେତେ ନିରୋଗୀ ରହିଥାଏ।

୪. ବୈଜ୍ଞାନିକଙ୍କ କହିବା ହେଲା, ଯେଉଁ ଲୋକ ତଳେ ବସି ଭୋଜନ ଗ୍ରହଣ କରନ୍ତି, ସେମାନଙ୍କ ଆୟୁ ବୃଦ୍ଧି ହୋଇଥାଏ।

Roshni

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

4 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

7 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

7 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

7 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

10 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

10 hours ago