Categories: ସ୍ପେଶାଲ

ମଣିଷଙ୍କ ପରି ଏମାନଙ୍କର ମଧ୍ୟ ରହିଛି ଇଚ୍ଛା, ଦେଖନ୍ତୁ ଏହି ମଜାଦାର ଭିଡିଓ, ଯାହା ହେଉଛି ଟ୍ଵିଟ୍‌ରରେ ଭାଇରାଲ

ଇଣ୍ଟରନେଟ କିମ୍ବା ସୋସିଆଲ ମିଡିଆ ସାଇଟ୍‌ରେ ଏପରି କେତେକ ଭିଡିଓ ଅପଲୋଡ ହେଉଛି, ଯାହା ଅଳ୍ପ ସମୟ ଭିତରେ ଖୁବ୍‌ ଭାଇରାଲ ମଧ୍ୟ ହେଉଛି। ଏମିତିରେ ଅନେକ ଲୋକ ରହିଛନ୍ତି, ଯେଉଁମାନେ ରାତାରାତି ଏମିତି ଭିଡିଓ ଯୋଗୁଁ ଲୋକପ୍ରିୟ ହୋଇଯାଉଛନ୍ତି। ନିକଟରେ ଏପରି ଏକ ଭିଡିଓ ନଜର ଆସିଥିଲା, ଯେଉଁଥିରେ ଗୋଟେ ବତକ କୁକୁର ଠାରୁ ରକ୍ଷା ପାଇବା ପାଇଁ ମରିବାର ଅଭିନୟ କରିଥିବା ନଜର ଆସିଥିଲା। ଏହି ଭିଡିଓ ଅପଲୋଡ ହେବାର କିଛି ସମୟ ପରେ ଖୁବ୍‌ ଭାଇରାଲ ହୋଇଥିଲା। କିଛି ଲୋକ ଏହି ଭିଡିଓ ଦେଖି ବତକକୁ ଓସ୍କାର ଆଓ୍ଵାର୍ଡ ଦେବାକୁ ମଧ୍ୟ କରିଥିଲେ।

ପୁଣି ଥରେ ଏପରି ଏକ ବତକ ଭିଡିଓ ସାମ୍ନାକୁ ଆସିଛି, ଯାହା ଟ୍ଵିଟରରେ ଭାଇରାଲ ହେଉଛି। ୨୧ ସେକେଣ୍ଡରେ ଭିଡିଓରେ ଦେଖିବାକୁ ମିଳିଛି, ବତକଗୁଡିକ ସ୍ଲାଇଡିଂ ବାରରେ ସ୍ଲାଇଡ କରୁଥିବାର ନଜର ଆସିଛନ୍ତି। ଏହି ଭିଡିଓ ଦେଖିବାକୁ କୌତୁହଳ ଲାଗୁଛି। ବତକ ଛୁଆମାନଙ୍କର ମସ୍ତି ଅନ୍ଦାଜର ଭିଡିଓ ଦେଖି ଆପଣ ମଧ୍ୟ ଖୁସି ହୋଇଯିବେ।

ଏହି ଭିଡିଓକୁ ଟ୍ଵିଟରରେ ଏପର୍ଯ୍ୟନ୍ତ ସାଢେ ଚାରିଲକ୍ଷ ଲୋକ ଲାଇକ୍‌ କରିସାରିଲେଣି। ଏହାଛଡା ସାତ ହଜାରରୁ ଉର୍ଦ୍ଧ୍ୱ ଲୋକ କମେଣ୍ଟ ମଧ୍ୟ କରିସାରିଲେଣି। ଏହି ଭିଡିଓକୁ ଦେଖି ଆପଣ ଅନୁମାନ କରିପାରିବେ, ଯେପରି ଆମେ କୌଣସି ଓ୍ଵାର୍ଟର ପାର୍କକୁ ଟିକେଟ ନେଇ ଯାଇ ମସ୍ତି କରୁଛେ, ସେହିପରି ବତକ ମଧ୍ୟ ଟିକେଟ ନେଇ ଏଠାରେ ମସ୍ତି କରୁଥିବାର ଦେଖିବାକୁ ମିଳିଛି।

Swagatika

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

3 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

13 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

24 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

53 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago