ସୋସିଆଲ ମିଡିଆରେ ଏବେ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିବା ପରେ ମୁହଁରେ ନିଶ୍ଚୟ ହସ ଆସିଯାଇଥାଏ। ଏଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆମେ ଆପଣଙ୍କୁ ଏଭଳି ଏକ ଭିିଡିଓ ବିଷୟରେ କହିବାକୁ ଯାଉଛୁ, ଯାହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୮ଲକ୍ଷ ଲୋକଙ୍କ ଠାରୁ ଅଧିକ ଲୋକ ଦେଖିସାରିଲେଣି। ସେହିଭଳି ଏହି ଭିଡିଓକୁ ୭୩ ହଜାର ଲୋକଙ୍କ ଠାରୁ ଅଧିକ ଲୋକ ମଧ୍ୟ ଲାଇକ୍ କରିସାରିଛନ୍ତି।
ସୂଚନା ମୁତାବକ ଏହି ଭାଇରାଲ ଭିଡିଓକୁ Alixandria Smith ନାମକ ଗଣେ ବ୍ୟକ୍ତି ଫେସବୁକରେ ସେୟାର କରିଛନ୍ତି। ଏହି ଭିଡିଓକୁ ସେ ଗତ ୨୬ ଫେବୃଆରୀରେ ସୋସିଆଲ ମିଡିଆରେ ସେୟାର କରିଥିଲେ। ଭିଡିଓ ସେୟାର କରିବା ସହ Alixandria Smith ଲେଖିଛନ୍ତି, ଯଦି ଆପଣଙ୍କ ପିଲାଙ୍କୁ ମଧ୍ୟ ଲାଗିଥାଏ ସେ ହସ୍କୀ କୁକୁର ସହ କଥା ହୋଇପାରିବେ ତେବେ ଏପରି ହୋଇଥାଏ।’
ଜାପାନରେ ଏକ ମାରାତ୍ମକ ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ରୋଗ ବ୍ୟାକ୍ଟେରିଆ ଯୋଗୁ ହୋଇଥାଏ ।…
ଇଣ୍ଡିଆନ କୋଷ୍ଟ ଗାର୍ଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ବମ୍ପର ପଦବୀରେ ଭର୍ତ୍ତି ହେଉଛି…
ବର୍ତ୍ତମାନର ଖରା ଓ ଗରମ ଯୋଗୁ ଘରୁ ବାହାରକୁ ଯିବା ବହୁତ କଷ୍ଟକର ହୋଇଯାଇଛି । ଏହା ସହ ଖରାରେ…
କାକଟପୁର(କେନ୍ୟୁଜ): ଓଡ଼ିଶାର ପାରମ୍ପରିକ ପର୍ବ ରଜ । ଏଥିପାଇଁ ଗାଁ ଠାରୁ ସହର ସବୁଠାରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା…
ସାଓମି ହେଉଛି ଭାରତର ଏକ ଲୋକପ୍ରିୟ ସ୍ମାର୍ଟଫୋନ୍ କମ୍ପାନୀ । ସାରା ଦେଶରେ ଲକ୍ଷ ଲକ୍ଷ ଲୋକ ସାଓମି ସ୍ମାର୍ଟଫୋନ୍…
ରାଜଧାନୀ ଦିଲ୍ଲୀରେ ବିଜୁଳି କାଟ୍ ହେବା ଯୋଗୁଁ ସବୁ କାର୍ଯ୍ୟରେ ପ୍ରଭାବ ପଡିଛି । ବିଜୁଳି କାଟ ହେବା ଯୋଗୁଁ…