ଘାସ ଖାଉଛି ବାଘ। ବିଶ୍ୱାସ ହେଉନଥିଲେ ବି କଥାଟି ପୂରାପୂରି ସତ। ଏବେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି ଯାହା ବୟାନ କରୁଛି ଯେ ଜଙ୍ଗଲର ରାଜା ମହାବଳ ବାଘ ମାଂସାଶୀ ହୋଇଥିଲେ ବି ଘାସ ଖାଉଛି। ଏବେ ଏହି ଫଟୋକୁ ୟୁଜର୍ସ ଖୁବ୍ ପସନ୍ଦ କରୁଥିବା ଦେଖିବାକୁ ମିଳିଛି।
ଟ୍ଵିଟରରେ ଆଇଏଫ୍ଏସ୍ ଅଫିସର ପରବୀନ୍ କାସଓ୍ଵାନ୍ ବାଘଟି ଘାସ ଖାଉଥିବା ବେଳର ଫଟୋ ସେୟାର କରିବା ପରେ ତାହା ଏବେ ଚର୍ଚ୍ଚାରେ ରହିଛି। ଫଟୋ କ୍ୟାପ୍ସନ୍ରେ ଲେଖାଯାଇଛି- ବାଘ କେବେ ବି ଘାସ ଖାଏନି! ପେଟ ଖରାପ ଥିଲେ ବୋଧେ ଖାଏ।
ଖବର ଲେଖାଯିବା ବେଳକୁ ଏହି ପୋଷ୍ଟରେ ୫ ହଜାରରୁ ଅଧିକ ଲାଇକ୍ ମିଳିସାରି ଥିବା ବେଳେ ଶତାଧିକ ଲୋକ କମେଣ୍ଟ କରିଛନ୍ତି।
ଭୁବନେଶ୍ୱର (କେନ୍ୟୁଜ): ଆଜି ବିଶ୍ୱ ବାଇସାଇକେଲ ଦିବସ । ଏହି ଅବସରରେ ଭୁବନେଶ୍ୱର ସାଇକେଲିଂ ଆଣ୍ଡ ଆଡଭେଞ୍ଚର କ୍ଳବର ସାଇକେଲ ଯାତ୍ରା…
ଜମ୍ମୁ କାଶ୍ମୀର : ଜମ୍ମୁ କାଶ୍ମୀର ପୁଲୱାମାରେ ଏନକାଉଣ୍ଟର । ସୁରକ୍ଷାବାହିନୀ-ଆତଙ୍କବାଦୀ ଗୁଳି ବିନିମୟ । ପୁଲୱାମା ନିହାମ ଅଞ୍ଚଳରେ…
ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି । ତେଣୁ ଆଜି ତାଙ୍କୁ ଏକ ଗ୍ଲୋବାଲ ଷ୍ଟାର…
ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଶନିବାର ବିଳମ୍ବିତ ରାତିରେ ଏକ ଜଙ୍ଗଲି ହାତୀ ଆତଙ୍କ ଖେଳାଇଥିଲା । ରାଞ୍ଚି ଜନବସତି ଅଞ୍ଚଳକୁ…
ଆକାଶରେ ବିରଳ ମହାଜାଗତିକ ଘଟଣା । ଗୋଟିଏ ସରଳ ରେଖାରେ ସୌର ମଣ୍ଡଳର ୬ ଗ୍ରହ । ପରେଡ୍ କଲା…
ଲୋକସଭା ନିର୍ବାଚନ ଗଣତି ପୂର୍ବରୁ ନିର୍ବାଚନ ଆୟୋଗ ପ୍ରେସମିଟ୍ କରିଛନ୍ତି । ଚଳିତଥର ମତଦାନରେ ଭାରତ ଐତିହାସିକ ରେକର୍ଡ ହାସଲ…