କଣ ଆପଣ କେବେ ଜଣେ ମହିଳାଙ୍କୁ ବିଜୁଳି ଖୁଣ୍ଟ ଉପରେ ଚଢ଼ି ତାର ଜୋଡିବାର ଦେଖିଛନ୍ତି? ଦେଖିନାହାଁନ୍ତି ନା, ଏମିତି ହିଁ ଜଣେ ମହିଳା ଅଛନ୍ତି ଯିଏ ଏହି ପୁରୁଷଙ୍କ ଭଳି ଇଲେକ୍ଟ୍ରୀ ଖୁଣ୍ଟ ଚଢ଼ି ତାର ଯୋଡିବାରେ ଖୁବ୍ ମାହିର। ଆଜ୍ଞା ହଁ, ସେ କେବଳ ବିଜୁଳି ଖୁଣ୍ଟ ଉପରେ ଚଢ଼ନ୍ତି ବରଂ ବହୁତ ବାହାଦୁରି ସହିତ ତୃଟି ଥିବା ତାରକୁ ସଜାଡିବାରେ ମଧ୍ୟ ସମର୍ଥ ହୁଅନ୍ତି। ଆପଣ ଦେଖୁଥିବା ଏହି ମହିଳାଙ୍କ ନାମ ହେଉଛି ଉଷା ଜଗଦାଲେ ଏବଂ ସେ ମହାରାଷ୍ଟ୍ର ବୀଡ ଜିଲ୍ଲାରେ କାମ କରନ୍ତି।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବିଜୁଳି ଖୁଣ୍ଟରେ ଏହି ମହିଳା ଜଣଙ୍କ ନିଡର ହୋଇ ଚଢ଼ିଯାଆନ୍ତି। ଲକଡାଉନ ସମୟରେ ଲୋକମାନଙ୍କ ବିଜୁଳି ସମସ୍ୟାକୁ ଦୂର କରିବା ପାଇଁ ସେ ବିନା କୌଣସି ଅସୁବିଧାରେ ବିଜୁଳି ଖୁଣ୍ଟକୁ ଚଢ଼ି ଯାଇ ବିଜୁଳି ଅପୂର୍ତ୍ତିକୁ ସଜାଡିଦିଅନ୍ତି। ଏବେ ସୋସିଆଲ ମିଡିଆରେ ତାଙ୍କ ସାହସିକତା ଏବଂ କାମ କରିବାର ତରିକା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଯାହାକୁ ଦେଖିଲା ପରେ ଲୋକେ ହୋଇଯାଉଛନ୍ତି ଏକଦମ୍ ଆଶ୍ଚର୍ଯ୍ୟ।
ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…
ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…
ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…
ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…
ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…