ସ୍ପେଶାଲ

ବରଫରୁ ବାହାରୁଥିବା ଧୂଆଁ କେଉଁ କାମରେ ଆସେ, ଜାଣନ୍ତୁ

ବରଫ ଖଣ୍ଡ ସମସ୍ତେ ହାତରେ ଧରିଥିବେ। ବରଫକୁ ବହୁତ ପାଖରୁ ସମସ୍ତେ ଦେଖିଛନ୍ତି ନିଶ୍ଚୟ। ହେଲେ ଗୋଟେ ପ୍ରଶ୍ନର ଉତ୍ତର ଜାଣି ନଥିବେ । ବରଫରୁ ଧୂଆଁ କାହିଁକି ବାହାରେ? ଛୋଟରୁ ଅତି ଛୋଟ କଥାକୁ ନେଇ ରିସର୍ଚ୍ଚ କରେ ବିଜ୍ଞାନ । ତେବେ ବରଫରୁ ଧୁଆଁ ବାହାରିବାକୁ ନେଇ କ’ଣ କହୁଛି ବିଜ୍ଞାନ ଆସନ୍ତୁ ଜାଣିବା।

ପିଲାଦିନେ ଆପଣ ଆଶ୍ଚର୍ୟ୍ଯ ହେଇଥବେ ବରଫ ତ ଥଣ୍ଡା କିନ୍ତୁ ଧୂଆଁ କେମିତି ବାହାରୁଛି ? ତେବେ ବରଫ ହେବାକୁ ପାଣି ଥଣ୍ଡା କରିବା ଜରୁରୀ । ପାଣିରୁ ବରଫ ହେବାର ପ୍ରକି୍ରୟା ସେତେବେଳେ ଆରମ୍ଭ ହୁଏ ଯେତେବେଳେ ତାପମାତ୍ରା ଶୂନ ଡିଗ୍ରୀ ପର୍ଯ୍ୟନ୍ତ ହୋଇଥାଏ । ପ୍ରାୟତଃ ଆପଣ ଦେଖିଥିବେ କି ପାଣିରେ ବରଫ ପକାଇଲେ ସେଥିରୁ ଧୂଆଁ ବାହାରିବା ଆରମ୍ଭ ହୋଇଥାଏ । ନଚେତ କେବେ ବରଫର ଆସ୍ତରଣ ହେଉ ସେଥିରୁ ମଧ୍ୟ ଧୂଆଁ ବାହାରୁଥିବା ଦେଖିବାକୁ ମିଳେ । ସମସ୍ତେ ଜାଣନ୍ତି ଓ ବିଜ୍ଞାନ ବି କହେ, ବରଫ ଥଣ୍ଡା ଅଟେ । କିନ୍ତୁ ସବୁବେଳେ ମନରେ ଆସେ କି ବରଫ ଥଣ୍ଡା ହୋଇଥିବା ବେଳେ ଏଥିରୁ ଗରମ ବାମ୍ଫ ବାହାରିବା ପରି ଧୂଆଁ କାହିଁକି ବାହାରେ ? ଏହି ଧୂଆଁ କୌଣସି କାର୍ବନ ଡାଇଅକ୍ସାଇଡ ନୁହେଁ ବରଂ ଆଉ କିଛି ।

ବରଫରୁ ବାହରୁଥିବା ଧୂଆଁ କୌଣସି ଗ୍ୟାସ ନୁହେଁ ବରଂ ଏହା ଅତ୍ୟନ୍ତ ଥଣ୍ଡା ହେବା କାରଣରୁ ତାର ଆଖପାଖରେ ଜମା ହେଉଥିବା ବାମ୍ଫ ଅଟେ । ଯେତେବେଳେ ବରଫର ଚତୁଃପାର୍ଶ୍ୱରେ ଅଧିକ ଥଣ୍ଡା ହୋଇଥାଏ ତ ସେଥିରୁ କିଛି ପରିମାଣରେ ବାମ୍ଫ ପାଣି ବୁନ୍ଦାରେ ବଦଳିଯାଏ । ଏହି କାରଣରୁ ଜମା ହୋଇଥିବା ବାମ୍ଫ ପବନ ବହିବା ଫଳରେ ଧୂଆଁ ଭଳି ଲାଗିଥାଏ ।

ସାଧାରଣତଃ ଆମେ ଜାଣିଥାଉ କି ପାଣି ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରୁ ତଳକୁ ଯିବା ଦ୍ୱାରା ଏକ କଠିନରେ ପରିଣତ ହୁଏ ଯାହାକୁ ଆମେ ବରଫ କହିଥାଉ । ବାୟୁମଣ୍ଡଳରେ ଜଳ ଗ୍ୟାସ ଅବସ୍ଥାରେ ମଧ୍ୟ ରହିଥାଏ ଯେତେବଳେ ବାୟୁ ବରଫର ପୃଷ୍ଟକୁ ସ୍ପର୍ଶକରେ ତେବେ ଏହା ଛୋଟବୁନ୍ଦା ଆକାରରେ ବାହାରିବା ଆରମ୍ଭ କରେ ଯାହାକୁ ଆମେ ବାଷ୍ପ ବୋଲି କହିଥାଉ ।

D Sonali

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

19 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

21 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

28 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

37 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

37 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

54 mins ago