Categories: କ୍ରୀଡା

ବିଦାୟ କ୍ରିସ୍‌ ଗେଲ୍‌ : ବିସ୍ଫୋରକ ଇନିଂସ୍‌ ଖେଳି କ୍ରିକେଟ୍‌ରୁ ଦୂରେଇ ଗଲେ ଛକା ମାଷ୍ଟର

ପୋର୍ଟ ଅଫ୍‌ ସ୍ପେନ୍‌ : ଏହି ମ୍ୟାଚ୍‌ ଖେଳି ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍‌ କ୍ରିସ୍‌ ଗେଲ୍‌ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେଇଛନ୍ତି । ତାଙ୍କୁ ଭାରତର ଯୁବ ବୋଲର ଖଲିଲ ଅହମଦ ଆଉଟ୍‌ କରିଥିଲେ । ସେ ମୋଟ୍‌ ୩୦୧ଟି ଦିନିକିଆ ମ୍ୟାଚ୍‌ ଖେଳି ଦେଶ ପକ୍ଷରୁ ସର୍ବାଧିକ ୧୦,୪୦୮ ରନ୍‌ ସ୍କୋର କରିଛନ୍ତି । ଏଥିରେ ରହିଛି ୨୫ଟି ଶତକ ଓ ୫୪ଟି ଅର୍ଦ୍ଧଶତକ । ଛକା ମାଷ୍ଟର ରୂପେ ପରିଚିତ ଗେଲ୍‌ ମୋଟ୍‌ ୩୩୧ଟି ଛକା ମାରିଛନ୍ତି ।
ଗେଲ୍‌ ୧୦୩ଟି ଟେଷ୍ଟ ମ୍ୟାଚ୍‌ ଖେଳି ୧୫ଟି ଶତକ ଓ୩୭ଟି ଅର୍ଦ୍ଧଶତକ ସହିତ ମୋଟ୍‌ ୭,୨୧୪ ରନ୍‌ ସଂଗ୍ରହ କରିଛନ୍ତି । ଟେଷ୍ଟ କ୍ରିକେଟ୍‌ରେ ତାଙ୍‌କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ହେଉଛି ୩୩୩ ରନ୍‌ । ସେହିପରି ଟି-୨୦ରେ ୫୮ଟି ମ୍ୟାଚ୍‌ ଖେଳି ୨ଟି ଶତକ ଏବଂ ୧୩ଟି ଅର୍ଦ୍ଧଶତକ ସମେତ ମୋଟ୍‌ ୧୬୨୭ ରନ୍‌ କରିଛନ୍ତି । ସ୍ପିନ୍‌ ବୋଲିଂ କରୁଥିବା ଗେଲ୍‌ ଟେଷ୍ଟରେ ୭୩, ଦିନିକିଆରେ ୧୬୭ ଏବଂ ଟି-୨୦ରେ ୧୭ଟି ଓ୍ଵିକେଟ୍‌ ଦଖଲ କରିଛନ୍ତି ।

KNews Bureau

Recent Posts

ଗରମ ସହି ନପାରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ, ଚାଲିଗଲା ବୃଦ୍ଧଙ୍କ ଜୀବନ

ଆନନ୍ଦପୁର(କେନ୍ୟୁଜ୍‌): ଅସହ୍ୟ କଲା ଗରମ ଗୁଳୁଗୁଳି । ପୋଖରୀକୁ ଗାଧୋଇବାକୁ ଯାଇଥିଲେ ବୃଦ୍ଧ । ଗୋଡ଼ ଖସିଗଲା ପାଣିରେ ବୁଡି…

26 mins ago

ସୁରକ୍ଷିତ ଦେଶ ଯେଉଁଠି ସ୍କୁଲ ହେଉ କି ସପିଂ ମଲ୍‌ ପିଲାମାନେ ଏକା ଯାଆନ୍ତି

ସାଧାରଣତ ଯେତେବେଳେ ପିଲାମାନେ ବିଦ୍ୟାଳୟକୁ ଯାଆନ୍ତି, ଲୋକମାନେ ସେମାନଙ୍କର ସୁରକ୍ଷା ପାଇଁ ଚିନ୍ତିତ ହୁଅନ୍ତି । ଆମେ ସେମାନଙ୍କୁ ଏକୁଟିଆ…

44 mins ago

ଦିଲ୍ଲୀରେ ବିଦ୍ୟୁତ ସଙ୍କଟ, ଦିନ ୨ ଟାରୁ ନାହିଁ କରେଣ୍ଟ

ଡହ ଡହ ଖରାରେ ଜଳୁଛି ସାରା ଦେଶ । ଗୁଳୁଗୁଳି ସାଙ୍ଗକୁ ଅସହ୍ୟ ତାତି । କିନ୍ତୁ ଏହାରି ଭିତରେ…

1 hour ago

ଶିଶୁ ମନ୍ଦିର ଗୁରୁଜୀରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ମୋହନ ମାଝିଙ୍କ ରାଜନୈତିକ ଜୀବନ ଯାତ୍ରା

(କେନ୍ୟୁଜ) : ଉଠିଲା ପରଦା । ହଟିଲା ସସପେନସ । ସାମ୍ନାକୁ ଆସିଲା ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ।…

2 hours ago

କେଭି ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ହେବେ ଓଡ଼ିଶାର ନୂଆ ଉପ-ମୁଖ୍ୟମନ୍ତ୍ରୀ

କେନ୍ୟୁଜ (ବ୍ୟୁରୋ) : ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଆଜି ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟମନ୍ତ୍ରୀଙ୍କ ନାମ…

2 hours ago

ଦେଖିପାରିଲାନି ଭାଇର ସୁନା ସଂସାର, ଦୀର୍ଘ ଦିନର ରାଗକୁ ସୁଝାଇ ଭାଇବୋହୁକୁ ମାରିଲା ଦେଢ଼ଶୁର

ବାସୁଦେବପୁର (କେନ୍ୟୁଜ) : ଭାଇ ବୋହୂକୁ ମାରିଲା ଦେଢ଼ଶୁର..ଅଛୁଆଁ ଭାଇ ବୋହୁକୁ ମାରିଦେଲା ରାକ୍ଷସ ଦେଢ଼ଶୁର…ଭୁଲିଗଲା ସମ୍ପର୍କ, ଆଉ କରିବସିଲା…

3 hours ago