ଜାଣନ୍ତି କି,ଏହି WWE ସୁପରଷ୍ଟାର୍ସଙ୍କ ବାର୍ଷିକ ଆୟ କେତେ ?

WWE ରେସଲର ମାନେ କେତେ ଟଙ୍କା କମାଇଥାନ୍ତି ? ଏହା ପ୍ରାୟ ବହୁତ କମ୍ ଲୋକ ଜାଣିଥାନ୍ତି ଯେ ବାସ୍ତବରେ ଏମାନେ କେତେ ଟଙ୍କା ରୋଜଗାର କରିଥାନ୍ତି। କାରଣ ଏମିତି ଏକ ଜିନିଷ ଅଛି ଯାହା କମ୍ପାନୀ ପୂର୍ଣ୍ଣ ରୂପରେ ପବ୍ଲିକ କରି ନ ଥାନ୍ତି।

ଦ ଅଣ୍ଡରଟେକର

ଡେଡମ୍ୟାନ ନିଜର କ୍ୟାରିୟରର ଶେଷରେ ଅଛନ୍ତି। ତାଙ୍କୁ ବର୍ଷରେ କେବଳ ଗୋଟିଏ କିମ୍ବା ଦୁଇଟି ଇଭେଣ୍ଟରେ ଉପସ୍ଥିତି ଦେବା ପାଇଁ ମିଳିଥାଏ। ୨୦୧୬ର ଦରମା : ୨.୨୫ ମିଲିୟନ ଡଲାର୍ସ ଅଟେ।

ଟ୍ରିପୁଲ ଏଚ

ଟ୍ରିପୁଲ ଏଚ ବର୍ତ୍ତମାନ ସିନିୟର ଉପରାଷ୍ଟ୍ରପତି ଅଟନ୍ତି। ସେ କ୍ରିଏଟିଭ ଟିମ ଏବଂ NXT ର ମଧ୍ୟ ମୁଖ୍ୟ ଅଟନ୍ତି। ସେ ବେଳେବେଳେ WWE ରିଙ୍ଗ୍ ରେ ମଧ୍ୟ ନିଜକୁ ସାମିଲ କରନ୍ତି। ତାଙ୍କର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଭୂମିକା ବର୍ତ୍ତମାନ କର୍ପୋରେଟର ଦାୟିତ୍ବ। ୨୦୧୬ର ଦରମା : ୨.୮ ମିଲିୟନ ଡଲାର୍ସ ଅଟେ।

ବ୍ଲାକ୍ ଲେନସର

ବ୍ଲାକ୍ ଲେନସର ବହୁତ ବଡ ଆକର୍ଷକ ଅଟନ୍ତି ଯିଏ କି କମ୍ପାନୀରେ ନିଜର ପ୍ରକୋପକୁ ମଜବୁତ୍ କରି ରଖିଛନ୍ତି। କୁହାଯାଏ ଯେ କମ୍ପାନୀ ସାହାରା ଡେଜର୍ଟରେ ମଧ୍ୟ ଇଭେଣ୍ଟ ରଖିବ ଏବଂ ସେଥିରେ ମୁଖ୍ୟ ଆକର୍ଷକ ଅଟନ୍ତି ବ୍ଲାକ୍ ଲେନସର। କିଛି ଲୋକ ଭାବନ୍ତି ଯେ ତାଙ୍କୁ ଅଧିକ ଟଙ୍କା ଦିଆଯାଇଥାଏ କିନ୍ତୁ ସତ ଏହା ଯେ ସେ WWE ରେ ନିଜର ଦମରେ ହିଁ ରୋଜଗାର କରନ୍ତି। ୨୦୧୬ ଦରମା : ୬.୦ ମିଲିୟନ ଡଲାର୍ସ।

ଏହା ସହ ପଢ଼ନ୍ତୁ : ଜାଣନ୍ତି କି ବିରାଟ କୋହଲି କଣ ଖାଆନ୍ତି ?

ଜନ ସୀନା

ଜନ ସୀନା ଆଜି ଯଦି ସବୁଠାରୁ ଅଧିକ ଟଙ୍କା କମାଉଥାନ୍ତି ତେବେ ଏହା ପଛର କାରଣ ହେଉଛି ତାଙ୍କର ପରିଶ୍ରମ ଏଂ ଆତ୍ମବିଶ୍ବାସ। ସେ ବହୁତ WWE ଫିଲ୍ମ କରିଛନ୍ତି ଏବଂ ଟିଭି ରିୟଲିଟି ଶୋ ମଧ୍ୟ କରିଛନ୍ତି। ୨୦୧୬ ଦରମା : ୯.୫ ମିଲିୟନ ଡଲାର୍ସ ଅଟେ।

ରୋମନ ରେନ୍ସ

ରୋମନ ପୂର୍ବ ବର୍ଷ ୩୦୦,୦୦୦ ଡଲାର ରୋଜଗାର କରିଥିଲେ। କିନ୍ତୁ ଏବେ ସେ ଚାମ୍ପିୟନ ହୋଇଯିବା ପରେ ତାଙ୍କର ପାରିଶ୍ରମିକ ବଢ଼ିଯିବାର ବହୁତ ଆଶା ଅଛି। ୨୦୧୬ ଦରମା : ୫୫୦,୦୦୦ ମିଲିୟନ ଅଟେ।

Pritiparna

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

2 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

5 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

5 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

6 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

8 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

8 hours ago