Below header

ଜାଣନ୍ତି କି,ଏହି WWE ସୁପରଷ୍ଟାର୍ସଙ୍କ ବାର୍ଷିକ ଆୟ କେତେ ?

WWE ରେସଲର ମାନେ କେତେ ଟଙ୍କା କମାଇଥାନ୍ତି ? ଏହା ପ୍ରାୟ ବହୁତ କମ୍ ଲୋକ ଜାଣିଥାନ୍ତି ଯେ ବାସ୍ତବରେ ଏମାନେ କେତେ ଟଙ୍କା ରୋଜଗାର କରିଥାନ୍ତି। କାରଣ ଏମିତି ଏକ ଜିନିଷ ଅଛି ଯାହା କମ୍ପାନୀ ପୂର୍ଣ୍ଣ ରୂପରେ ପବ୍ଲିକ କରି ନ ଥାନ୍ତି।

ଦ ଅଣ୍ଡରଟେକର

undertakerଡେଡମ୍ୟାନ ନିଜର କ୍ୟାରିୟରର ଶେଷରେ ଅଛନ୍ତି। ତାଙ୍କୁ ବର୍ଷରେ କେବଳ ଗୋଟିଏ କିମ୍ବା ଦୁଇଟି ଇଭେଣ୍ଟରେ ଉପସ୍ଥିତି ଦେବା ପାଇଁ ମିଳିଥାଏ। ୨୦୧୬ର ଦରମା : ୨.୨୫ ମିଲିୟନ ଡଲାର୍ସ ଅଟେ।

ଟ୍ରିପୁଲ ଏଚ

triplehtitlesଟ୍ରିପୁଲ ଏଚ ବର୍ତ୍ତମାନ ସିନିୟର ଉପରାଷ୍ଟ୍ରପତି ଅଟନ୍ତି। ସେ କ୍ରିଏଟିଭ ଟିମ ଏବଂ NXT ର ମଧ୍ୟ ମୁଖ୍ୟ ଅଟନ୍ତି। ସେ ବେଳେବେଳେ WWE ରିଙ୍ଗ୍ ରେ ମଧ୍ୟ ନିଜକୁ ସାମିଲ କରନ୍ତି। ତାଙ୍କର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଭୂମିକା ବର୍ତ୍ତମାନ କର୍ପୋରେଟର ଦାୟିତ୍ବ। ୨୦୧୬ର ଦରମା : ୨.୮ ମିଲିୟନ ଡଲାର୍ସ ଅଟେ।

ବ୍ଲାକ୍ ଲେନସର

black leenserବ୍ଲାକ୍ ଲେନସର ବହୁତ ବଡ ଆକର୍ଷକ ଅଟନ୍ତି ଯିଏ କି କମ୍ପାନୀରେ ନିଜର ପ୍ରକୋପକୁ ମଜବୁତ୍ କରି ରଖିଛନ୍ତି। କୁହାଯାଏ ଯେ କମ୍ପାନୀ ସାହାରା ଡେଜର୍ଟରେ ମଧ୍ୟ ଇଭେଣ୍ଟ ରଖିବ ଏବଂ ସେଥିରେ ମୁଖ୍ୟ ଆକର୍ଷକ ଅଟନ୍ତି ବ୍ଲାକ୍ ଲେନସର। କିଛି ଲୋକ ଭାବନ୍ତି ଯେ ତାଙ୍କୁ ଅଧିକ ଟଙ୍କା ଦିଆଯାଇଥାଏ କିନ୍ତୁ ସତ ଏହା ଯେ ସେ WWE ରେ ନିଜର ଦମରେ ହିଁ ରୋଜଗାର କରନ୍ତି। ୨୦୧୬ ଦରମା : ୬.୦ ମିଲିୟନ ଡଲାର୍ସ।

ଏହା ସହ ପଢ଼ନ୍ତୁ : ଜାଣନ୍ତି କି ବିରାଟ କୋହଲି କଣ ଖାଆନ୍ତି ?

ଜନ ସୀନା 

John Cenaଜନ ସୀନା ଆଜି ଯଦି ସବୁଠାରୁ ଅଧିକ ଟଙ୍କା କମାଉଥାନ୍ତି ତେବେ ଏହା ପଛର କାରଣ ହେଉଛି ତାଙ୍କର ପରିଶ୍ରମ ଏଂ ଆତ୍ମବିଶ୍ବାସ। ସେ ବହୁତ WWE ଫିଲ୍ମ କରିଛନ୍ତି ଏବଂ ଟିଭି ରିୟଲିଟି ଶୋ ମଧ୍ୟ କରିଛନ୍ତି। ୨୦୧୬ ଦରମା : ୯.୫ ମିଲିୟନ ଡଲାର୍ସ ଅଟେ।

ରୋମନ ରେନ୍ସ

Roman Reignsରୋମନ ପୂର୍ବ ବର୍ଷ ୩୦୦,୦୦୦ ଡଲାର ରୋଜଗାର କରିଥିଲେ। କିନ୍ତୁ ଏବେ ସେ ଚାମ୍ପିୟନ ହୋଇଯିବା ପରେ ତାଙ୍କର ପାରିଶ୍ରମିକ ବଢ଼ିଯିବାର ବହୁତ ଆଶା ଅଛି। ୨୦୧୬ ଦରମା : ୫୫୦,୦୦୦ ମିଲିୟନ ଅଟେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.