କ୍ରୀଡା

ଦୀପାବଳି ସେଲିବ୍ରେସନ କଲେ ଟିମ୍‌ ଇଣ୍ଡିଆର ଖେଳାଳି, ଜବରଦସ୍ତ ଲୁକରେ ନଜର ଆସିଲେ ଖେଳାଳି : ଫଟୋ ଭାଇରଲ

ଭାରତୀୟ ଟିମ୍‌ ଖେଳାଳି ବେଙ୍ଗାଲୁରୁରେ ଦୀପାବଳି ଧୁମଧାମରେ ପାଳନ କରିଛନ୍ତି । ସୋସିଆଲ ମିଡିଆରେ ଖେଳାଳିଙ୍କ ଫଟୋ ଭାଇରଲ ହେଉଛି । ଆଜି ଟିମ୍‌ ଶେଷ ଲିଗ୍‌ ମ୍ୟାଚ ନେଦରଲାଣ୍ଡସ ସହିତ ଖେଳିବ । ଏହା ପୂର୍ବରୁ ସମସ୍ତ ଖେଳାଳି ମିଳିମିଶି ଦୀପାବଳି ସେଲିବ୍ରେସନ କରିଛନ୍ତି । ସମସ୍ତ ଭାରତୀୟ ଖେଳାଳି ଏଥନିକ ଲୁକରେ ନଜର ଆସିଛନ୍ତି ।

ବିରାଟ କୋହଲି, ରୋହିତ ଶର୍ମା ଏବଂ ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା ପତ୍ନୀମାନଙ୍କ ସହିତ ନଜର ଆସିଥିବା ବେଳେ ଅନ୍ୟ ଖେଳାଳି ମଧ୍ୟ ଜବରଦସ୍ତ ଲୁକ୍‌ରେ ନଜର ଆସିଛନ୍ତି । ଏମାନଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏମାନଙ୍କ ବ୍ୟତୀତ ସିରାଜ, ଶୁବମନ ଗିଲ, ଇଶାନ କିଶନ, କୁଲଦୀପ ଯାଦବ, ମହମ୍ମଦ ସାମି, କେଏଲ ରାହୁଲ, ଶ୍ରେୟସ ଆୟର ମଧ୍ୟ ଏଥନିକ୍‌ ଲୁକରେ ଜବରଦସ୍ତ ଦେଖାଯାଉଛନ୍ତି ।

ଟିମ୍‌ ୩୧ ବର୍ଷ ପରେ ଦୀପାବଳି ଅବସରରେ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳୁଛି । ଆଜି ବିଶ୍ୱକପ ୨୦୨୩ର ଶେଷ ଲିଗ୍‌ ମ୍ୟାଚ ଖେଳିବା ପୂର୍ବରୁ ଦୀପାବଳି ସେଲିବ୍ରେସନ କରିଛନ୍ତି ଟିମ୍‌ର ସମସ୍ତ ସଦସ୍ୟ । କେବଳ ଖେଳାଳି ନୁହେଁ ଟିମର ଅନ୍ୟ ସପୋର୍ଟ ଷ୍ଟାଫ୍‌ ମଧ୍ୟ ଦୀପାବଳି ପାଳନ କରିଛନ୍ତି । ଭାରତ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିସାରିଛି । ଟିମ୍‌ ନ୍ୟୁଜିଲାଣ୍ଡ ସହିତ ସେମିଫାଇନାଲ ଖେଳିବ ।

Swagatika

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ : ଆଜି ଆପଣଙ୍କ ଦ୍ୱାରା କିଛି ଭୁଲ ହୋଇପାରେ । ଘରେ ସମସ୍ତଙ୍କ ସହିତ ଭଲ ବ୍ୟବହାର କରନ୍ତୁ,…

2 hours ago

ଶ୍ରୀମନ୍ଦିର ପରିସରରେ ଥିବା କୂଅରେ ପଡିଲେ ଶ୍ରଦ୍ଧାଳୁ, ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ସୁରକ୍ଷିତ ଉଦ୍ଧାର

ଶ୍ରୀମନ୍ଦିର ପରିସରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଶ୍ରଦ୍ଧାଳୁ ଆନନ୍ଦବଜାରର ଉତ୍ତର ପାର୍ଶ୍ଵରେ ଥିବା ଏକ…

4 hours ago

ବିବାହ ଷ୍ଟେଜ୍‌ରେ କନିଆଁଙ୍କୁ ଚୁମ୍ବନ ଦେଇ ହଟହଟା ହେଲେ ବର

ଉତ୍ତରପ୍ରଦେଶରୁ ସମ୍ନାକୁ ଆସିଛି ଏକ ଅଜବ ଘଟଣା । ବାହାଘର ଚାଲିଥିବା ବେଳେ କନିଆଁକୁ ଚୁମା ଦେଇ ମାଡ଼ ଖାଇଲେ…

6 hours ago

ପୋଲିସ-ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ, ୭ ହାର୍ଡ କୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ।…

6 hours ago

ଗାଈର ଡକାରରୁ ତିଆରି ହେଉଛି ହୀରା, କିପରି କାଣନ୍ତୁ…

ଆମ ସଂସ୍କୃତି, ପରମ୍ପରାରେ ଗାଈକୁ ପୂଜା କରାଯାଏ । ଗାଈ ଦେହରେ ଥାଆନ୍ତି ୩୩ କୋଟି ଦେବତା । ସେଥିପାଇଁ…

6 hours ago

୨ ହାତୀଦାନ୍ତ ଜବତ, ୧୧ ଗିରଫ

ରାଉରକେଲା : ୨ ହାତୀଦାନ୍ତ ଜବତ, ୧୧ ଗିରଫ । କୋର୍ଟ ଚାଲାଣ ହେଲେ ଗିରଫ ଅଭିଯୁକ୍ତ । ରାଉରକେଲା…

7 hours ago