Categories: କ୍ରୀଡା

ପ୍ରଥମେ ଭାଙ୍ଗିଲେ ଜନ୍ ସିନାଙ୍କ ସହିତ ବିବାହ, ଏବେ ଭାଙ୍ଗିବାକୁ ଯାଉଛନ୍ତି ସାରା ଦୁନିଆର ହୃଦୟ

ଡବ୍ଲ୍ୟୁଡବ୍ଲ୍ୟୁଇ ମହିଳା ସୁପରଷ୍ଟାର ରେସଲର ନିକ୍କି ବେଲା ଏବେ ରିଂ ଦୁନିଆରୁ ସନ୍ୟାସ ନେବାକୁ ଯାଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ ସେ ନିଜେ ଏହାର ଘୋଷଣା କରିଛନ୍ତି। ନିକ୍କି ବେଲା କିଛି ନୂଆ କରିବାକୁ ଚାହୁଁଛନ୍ତି। ଏଥିପାଇଁ ଡବ୍ଲ୍ୟୁଡବ୍ଲ୍ୟୁଇ ରୁ ସନ୍ୟାସ ନେଉଛନ୍ତି।

ନିକ୍କି ବେଲା ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟାର ରେସଲର ଜନ ସିନାଙ୍କର ପ୍ରେମିକା ଅଟନ୍ତି। ଦୁହେଁ ଏହି ବର୍ଷ ନିବର୍ଦ୍ଧ ମଧ୍ୟ କରିଥିଲେ। କିନ୍ତୁ ପରେ ଏହି ଯୋଡି ନିବର୍ଦ୍ଧଙ୍କୁ ଭାଙ୍ଗି ଦେଇଥିଲେ। ସେମାନେ କହିଲେ ଯେ ଆମେ ଏହି ନିଷ୍ପତ୍ତି ନେବା ପାଇଁ ବହୁତ ଭାବିଥିଲୁ କିନ୍ତୁ ଦୁହେଁ ଦୁହିଁଙ୍କୁ ସମ୍ମାନ ଏବଂ ପ୍ରେମ କରିବାର ସପଥ ଦେଉଛୁ।

ଜନ୍ ସିନା ଏବଂ ନିକ୍କି ବେଲା ୨୦୧୨ରେ ଡେଟ କରିବା ଆରମ୍ଭ କରିଥିଲେ। ଏହି ଯୋଡିକୁ ଶେଷ ଥର ପାଇଁ ‘ରେଲ୍ସମାନିୟା’ରେ ସାର୍ବଜନିକ ରୂପରେ ଏକା ସାଥିରେ ଦେଖା ଯାଇଥିଲା।

୩୫ ବର୍ଷିୟା ନିକ୍କି ବେଲା ୨୦୧୭ରେ ଡବ୍ଲ୍ୟୁଡବ୍ଲ୍ୟୁଇରେ ପାଦ ଦେଇଥିଲେ। ସେ ଦୁଇ ଥର ଚାମ୍ପିୟନ ହୋଇ ସାରିଛନ୍ତି। ୨୦୧୫ ମସିହାରେ ପ୍ରୋ ରେସଲିଂ ଇଲସ୍ଟ୍ରେଟିଡରେ ତାଙ୍କୁ ନମ୍ପର ୱାନ ରେସଲର ଭାବରେ ଚୟନ କରାଯାଇଥିଲା। ନିକ୍କିଙ୍କ ଭଉଣୀ ମଧ୍ୟ ଜଣେ ରେସଲର ଅଟନ୍ତି।

Pritiparna

Recent Posts

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

9 mins ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

1 hour ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

1 hour ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

1 hour ago

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

2 hours ago

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

3 hours ago