Categories: କ୍ରୀଡା

ସୁନା-ହୀରା ଖଚିତ ଘଣ୍ଟା ପିନ୍ଧନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ଦାମ୍ ଜାଣିଲେ ଉଡିଯିବ ଆପଣଙ୍କ ହୋସ୍

ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳୀ ହାର୍ଦ୍ଦିକ ପାଣ୍ଡ୍ୟା ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ୨୭ ବଲରେ ୪୮ ରନର ଧମାକାଦାର ପାରି କରି ଚର୍ଚ୍ଚାରେ ତ ଅଛନ୍ତି କିନ୍ତୁ ଆଜିକାଲି ହାର୍ଦ୍ଦିକ ନିଜର ଦାମି ସଉକ ପାଇଁ ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ହାର୍ଦ୍ଦିକଙ୍କର ଲଗଜୁରୀ ବ୍ରାଣ୍ଡ ପ୍ରତି ଆକର୍ଷଣ ରହିଛି ବୋଲି କାହାକୁ ଅଛପା ନାହିଁ। କାରଣ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି।

ଏକ ଲକ୍ଷ ଟଙ୍କାର ଲୋଇସ ଭୁଇଟନ୍ସର ସାର୍ଟ ହେଉ କିମ୍ବା ୮୫,୦୦୦ ଟଙ୍କାର ସ୍ନିକର୍ସ, ହାର୍ଦ୍ଦିକ ନିଜର ଜୋରଦାର ଡ୍ରେସିଂ କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି। ଏବେ ହାର୍ଦ୍ଦିକ ନିଜର ଦାମି ଘଡି କାରଣରୁ ଚର୍ଚ୍ଚାରେ ଅଛନ୍ତି।

ଚଳିତ ଥର ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ବିଜେତା ହୋଇଥିଲା। ଆଇପିଏଲର ବିଜେତାର ଟ୍ରଫି ସହିତ ହାର୍ଦ୍ଦିକଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ଏହି ଫଟୋରେ ସମସ୍ତଙ୍କ ଧ୍ୟାନ ଯାଉଛି ହାର୍ଦ୍ଦିକଙ୍କ ଘଣ୍ଟା ଉପରେ। ଯାହାର ଦାମ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ।

ହାର୍ଦ୍ଦିକ ଧଳା ସୁନା ଏବଂ ହୀରା ଖଚିତ ଥିବା ଫିଲିପ୍ ନଟିଲସ୍ ବ୍ରାଣ୍ଡର ଘଣ୍ଟା ଏକ ଘଣ୍ଟା ପିନ୍ଧିଥିବା ଦେଖାଯାଉଛି। ଯାହାର ଦାମ୍ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ହାର୍ଦ୍ଦିକ ହାତରେ ଘଣ୍ଟା ପିନ୍ଧି ଟ୍ରଫି ଉଠାଉଥିବା ନଜର ଆସିଛନ୍ତି। ସେହି ଘଣ୍ଟାର ଦାମ ହେଉଛି ୩ କୋଟି ଟଙ୍କା। ଅବଶ୍ୟ ଏହା ପ୍ରଥମ ଥର ନୁହେଁ ଯେ ହାର୍ଦ୍ଦିକ ଦାମି ଘଣ୍ଟା ପିନ୍ଧିଛନ୍ତି। ସେ ମହଙ୍ଗା ଘଣ୍ଟାର ସଉକ ରଖନ୍ତି ଏବଂ ଲଗାତର ଦାମି ଘଣ୍ଟା ପିନ୍ଧିଥିବାର ଦେଖିବାକୁ ମିଳିଥାଏ। ସୋସିଆଲ ମିଡିଆରେ ତାଙ୍କ ଫଟୋ ବହୁତ ଚର୍ଚ୍ଚାରେ ରହିଥାଏ।

Pritiparna

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

39 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

53 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago