Categories: କ୍ରୀଡା

ପ୍ରଶିକ୍ଷଣ ସମୟରେ ଜୋତା ପଲିସ୍ କରିବା ସହିତ ଧୋନୀ କରୁଛନ୍ତି ଏହି ସବୁ କାମ

ଜମ୍ମୁ କଶ୍ମୀର: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଲେଫ୍ଟନାଣ୍ଟ ମହେନ୍ଦ୍ର ସିଂ ଧୋନୀ ବର୍ତ୍ତମାନ କିଛି ଦିନ ହେବ ଦକ୍ଷିଣ କଶ୍ମୀରର ଭିକ୍ଟର ଫୋର୍ସରେ ପ୍ରଶିକ୍ଷଣ ନେଉଛନ୍ତି । ଅବନ୍ତିପୋରାରେ ପ୍ରଶିକ୍ଷଣ ସମୟରେ ଦୈନିକ କାର୍ଯ୍ୟ ସହିତ ଜଡିତ ବହୁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏଥିରେ ସେ ଭଲିବଲ୍ ଖେଳିବାଠାରୁ ଆରମ୍ଭ କରି ଜୋତା ପଲିସ୍ କରୁଥିବାର ଭିଡିଓ ରହିଛି । ଡ୍ୟୁଟି ସମୟରେ ସେ ଯବାନଙ୍କ ସାହସ ମଧ୍ୟ ବଢାଉଥିବାର ଦେଖିବାକୁ ମିଳିଛି । ଶୋଇବା ପାଇଁ ଏକ ଦଶ ଫୁଟ୍ ରୁମର ତଳେ କପଡା ପଡିଛି । ସେ ସେଠାରେ ତାଙ୍କର ଦୈନନ୍ଦିନ କାର୍ଯ୍ୟ କରିଥାନ୍ତି । ଅଧିକାରୀ ତଥା ଯବାନ ମାନଙ୍କ ହାଜିରା ନେବା ସହିତ ସେମାନଙ୍କୁ ବିଭିନ୍ନ କାମର ଦାୟିତ୍ବ ମଧ୍ୟ ବଣ୍ଟନ କରିଥାନ୍ତି।

ଏହାସହିତ ବରିଷ୍ଠ ଅଧିକାରୀ ମାନଙ୍କ କାମର ରିପୋର୍ଟ ମଧ୍ୟ ଦେଇଥାନ୍ତି ଧୋନୀ । ମେସ୍ ରେ ଖାଦ୍ୟ ଖାଇବା ସମୟରେ ଏକ ଗୀତକୁ ଗୁଣୁ ଗୁଣୁ କରି ଗାଉଥିବାର ଭିଡିଓ ଭାଇରାଲ ହୋଇଛି । ଆଉ ଏକ ଭିଡିଓ ରେ ପଲ୍ ଦୋ ପଲକା ସାୟର ହୁଁ ଗୀତ ଗୁଣୁ ଗୁଣାଉଥିବାର ମଧ୍ୟ ଭାଇରାଲ ହୋଇଛି ।

ସୂଚନା ଥାଉ କି ଧୋନୀ ୧୦୬ ଟିମ୍ ବାଟାଲିୟନର honorary colonel ଅଛନ୍ତି । ୨୦୧୧ରେ ତାଙ୍କୁ ଏହି ଉପାଧୀ ଦିଅଯାଇଥିଲା । ସେ ଗତ କିଛି ଦିନ ହେବ କଶ୍ମୀରରେ ଡ୍ୟୁଟି କରିବାକୁ ଇଚ୍ଛା କରିଥିଲେ । ଏହାପରେ ସେନା ପକ୍ଷରୁ ତାଙ୍କୁ ଅନୁମତ ମିଳିଥିଲା । ସେ ଅଗଷ୍ଟ ୧୫ ଯାଏଁ ଏହି ସେବା ଜାରି ରଖିବେ ।

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago