କ୍ରୀଡା

ଟି-୨୦ ବିଶ୍ବକପ୍ ପାଇଁ ନ୍ଯୁଜଲାଣ୍ଡ ଟିମ୍ ଘୋଷଣା, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ଟି-୨୦ ବିଶ୍ବକପ୍ ଆରମ୍ଭ ହେବାକୁ ଆଉ ୨ ମାସ ସମୟ ରହିଛି। ବିଶ୍ବକପ୍ ପାଇଁ ସବୁ ଟିମ୍ ପ୍ରସ୍ତୁତ ମଧ୍ୟ ହୋଇଗଲେଣି। ନ୍ଯୁଜଲାଣ୍ଡ କ୍ରିକେଟ ଟିମ୍ ଆଇସିସି ଟି-୨୦ ବିଶ୍ବକପ୍ ୨୦୨୧ ପାଇଁ ଟିମ୍ ଘୋଷଣା କରିଛି। ୧୫ ଜଣିଆ ଟିମ୍କୁ ନେଇ ୟୁଏଇ ଏବଂ ଓମାନରେ ଅକ୍ଟୋବର-ନଭେମ୍ବର ମଧ୍ୟରେ ଆୟୋଜିତ ହେବ। ଏହାକୁ ବିସିସିଆଇ ଆୟୋଜନ କରିବ।

କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ଯର କଥା ହେଲା, ନ୍ଯୁଜଲାଣ୍ଡର ବ୍ଯାଟସମ୍ଯାନ ରୋସ ଟେଲରକୁ ଟିମରେ ସ୍ଥାନ ମିଳିନି। ଏହା ବ୍ଯତୀତ ଅଲରାଉଣ୍ଡର କୋଲିନ ଡି ଗ୍ରାଣ୍ଡହୋମ୍ ମଧ୍ୟ ଟିମରୁ ବାହାର ହୋଇଛନ୍ତି।

ଟି-୨୦ ବିଶ୍ବକପ ପାଇଁ ନ୍ଯୁଜଲାଣ୍ଡ ଟିମ୍: କେନ ୱିଲିୟମସନ(ଅଧିନାୟକ), ଟୋଡ ଆଷ୍ଟଲେ, ଟ୍ରେଣ୍ଟ ବୋଲ୍ଟ, ମାର୍କ ଛପମାନ୍, ଡେଭନ କନୱେ, ଲୋକି ଫରଗୁସନ, ମାର୍ଟିନ ଗୁପଟିଲ, କାଏଲ ଜେମିସନ୍, ମିସେଲ, ଜିମି ନେସମ୍, ଗ୍ଲେନ ଫିଲ୍ପ୍ସ, ମିସେଲ ସାଣ୍ଟନର, ଟିମ୍ ସିଫରେଟ୍, ଇସ୍ ସୋଧି, ଟିମ୍ ସାଉଥି।

Swagatika

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

4 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

7 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

8 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

8 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

10 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

11 hours ago