କ୍ରୀଡା

ଫିଫା ବିଶ୍ୱକପରେ ନୋରାଙ୍କ ଲାଇଭ ଡ୍ୟାନ୍ସ ବେଳେ ପଶିଆସିଲେ ଜଣେ ଯୁବକ, ଅଭିନେତ୍ରୀଙ୍କ ସହିତ କଲେ ଏମିତି ହରକତ୍‌

ଫିଫା ବିଶ୍ୱକପରେ ଠୁମକା ଲଗାଇଛନ୍ତି ବଲିଉଡ ଅଭିନେତ୍ରୀ ନୋରା ଫତେହୀ । ନୋରା ଫିଫା ଫ୍ୟାନ୍‌ ଫେଷ୍ଟିଭାଲରେ ପରଫର୍ମ କରିଛନ୍ତି। ଯାହାର ଭିଡିଓ ସାମ୍ନାକୁ ଆସିଛି।। ନୋରା ଫିଫା ଫ୍ୟାନ୍‌ ଫେଷ୍ଟିଭାଲରେ ସାକି ସାକି ଗୀତ, ନାଚ୍‌ ନାଚ୍‌ ନାଚ୍‌ ମେରି ରାନୀ ଏବଂ ଅନ୍ୟ ବଲିଉଡ ଗୀତରେ ଡ୍ୟାନ୍ସ ମଧ୍ୟ କରିଥିଲେ । ଏହାର ଗୋଟେ ଦିନ ପୂର୍ବରୁ ନୋରା ଷ୍ଟାଡିୟମରେ ପହଞ୍ଚିଥିଲେ। ଯାହାର ଭିଡିଓ ଭାଇରଲ ହୋଇଥିଲା ।  ଅଭିନେତ୍ରୀ ଜଣକ ସାକି ସାକି ଗୀତ ଡ୍ୟାନ୍ସ ସରିଆସିବା ପରେ ନୋରାଙ୍କୁ ପଛପଟୁ ଜଣେ ଯୁବକ ଆଣି ହାତ ମାରିଦେଇଥିଲେ। ଯାହାର ଭିଡିଓ ସାମ୍ନାକୁ ଆସିଛି।

ଗତକାଲି ହୋଇଥିବା ଫିଫା ଫ୍ୟାନ୍‌ ଫେଷ୍ଟିଭାଲରେ ଜବରଦସ୍ତ ପରଫର୍ମ କରୁଥିବା ନଜର ଆସିଛନ୍ତି। ନୋରା ବିଶ୍ୱକପ ଆନ୍ଥେମ ‘ଲାଇଟ ଦ ସ୍କାଏ’ ଗୀତ ଗାଇ ଡ୍ୟାନ୍ସ କରିଛନ୍ତି। ଏହାପୂର୍ବରୁ ନୋରା ଫିଫା ବିଶ୍ୱକପରେ ନୋରା ଫୁଟବଲ ଷ୍ଟାଡିୟମରେ ମଜା ଉଠାଇଥିଲେ। ଯାହାର ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଥିଲା । ଯେଉଁଥିରେ ନୋରା ଷ୍ଟାଡିୟମ ମଝିରେ ଖୁସିରେ ଗୀତ ଗାଇ ନାଚିବା ଆରମ୍ଭ କରିଥିଲେ।

ନିକଟରେ ନୋରା ଫୁଟବଲ୍ ମ୍ୟାଚ୍ ପାଇଁ କତାରରେ ପହଞ୍ଚିଥିଲେ। ଏହି ଫରଫାର୍ମ ପୂର୍ବରୁ ଏହି ଭିଡିଓ ସାମ୍ନାକୁ ଆସିଥିଲା। ନୋରା ସେଠାରେ ମ୍ୟାଚ୍କୁ ଖୁବ୍ ଉପଭୋଗ କରୁଥିବାର ଦେଖିବାକୁ ମିଳିଥିଲା। ଏନେଇ ନୋରା ନିଜେ ସୋସିଆଲ ମିଡିଆରେ ତାଙ୍କ ଡ୍ୟାନ୍ସର ଭିଡିଓ ସେୟାର କରିଛନ୍ତି। ଭିଡିଓରେ ତାଙ୍କୁ ନୀଳ ରଙ୍ଗର ପୋଷାକ ପିନ୍ଧିଥିବା ବେଳେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଭିଡିଓରେ ସେ ଷ୍ଟାଡିୟମରେ ନାଚୁଛନ୍ତି।

ନୋରା କତାରରେ ପହଞ୍ଚିବା ପରେ ନୂଆ ଭିଡିଓ ସାମ୍ନାକୁ ଆସିଥିଲା। ଏହି ଭିଡିଓରେ ନୋରା ଷ୍ଟାଡିୟମରେ ନାଚୁଥିବା ନଜର ଆସିଛନ୍ତି । ନୋରା ଷ୍ଟାଡିୟମରେ ଠିଆ ହୋଇଥିବା ବେଳେ ମ୍ୟାଚ୍‌ ଆରମ୍ଭ ହେବାକୁ ଅପେକ୍ଷା କରିଛନ୍ତି। ଯେତେବେଳେ ଆନ୍ଥେମ ବାଜୁଛି, ନୋରା ନାଚିବାକୁ ଆରମ୍ଭ କରିଦେଇଛି । ନୋରାଙ୍କୁ କତାରରେ ଦେଖି ଫ୍ୟାନ୍ସ ବହୁତ ଖୁସି ହୋଇଯାଇଛନ୍ତି। ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

Swagatika

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

31 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

33 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago