ଖୋର୍ଦ୍ଧା(କେନ୍ୟୁଜ୍): ଭୁବନେଶ୍ବର ଉପକଣ୍ଠରୁ ଭାଲୁ ଛୁଅ ଉଦ୍ଧାର। ଖୋର୍ଦ୍ଧା-ପିତାପଲ୍ଲୀ ଚନ୍ଦକା ରାସ୍ତାରେ ୫ଟି ଭାଲୁଛୁଆ ଉଦ୍ଧାର କରାଯାଇଛି। ଚନ୍ଦକା ବନ ବିଭାଗ ଓ ମେଣ୍ଢାଶାଳ ଫାଣ୍ଡି ପୋଲିସ ଏହି ଭାଲୁଛୁଆଙ୍କୁ ଉଦ୍ଧାର କରିଛି। କେହି ଦୁର୍ବୃତ୍ତ ଛୁଆ ଗୁଡିକୁ ଜନ୍ତାରେ ରଖି ବିକ୍ରି ଉଦ୍ଦେଶ୍ୟରେ ଆଣୁଥିବା ପ୍ରାରମ୍ଭିକ ତଦନ୍ତରୁ ସୂଚନା ମିଳୁଛି।
କରୋନା ନେଇ ଚେକିଂ ଚାଲୁଥିବା ଭୟରେ ଦୁର୍ବୃତ୍ତମାନେ ଭୁଲୁଛୁଆକୁ ସେଠାରେ ଛାଡି ଚାଲିଯାଇଥିବା ଅନୁମାନ କରାଯାଇଛି। ବନବିଭାଗ ଭାଲୁଛୁଆ ଗୁଡ଼ିକୁ ଅତି ଯତ୍ନ ସହକାରେ ହଳଦିଆ ରେଞ୍ଜରୁ ଓୟୂଏଟିକୁ ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ନେଇ ପରେ ନନ୍ଦନକାନନ ନେଇଥିବା ସୂଚନା ମିଳିଛି ।
ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…
ଭୁବନେଶ୍ୱର(କେନ୍ୟୁଜ୍): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…
ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…
ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…
ଭୁବନେଶ୍ୱର(କେନ୍ୟୁଜ୍): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…
ଭଦ୍ରକ (କେନ୍ୟୁଜ୍): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…