କଣ୍ଟାମାଳ: ବୟସ ଛୋଟ, କିନ୍ତୁ ପ୍ରତିଭା ବଡ଼। ବିନା ବାଜାରେ ବାଜା ବଜାଇ ପାରୁଛନ୍ତି। ପାଟିରେ ହାତ ବାଡ଼େଇ ବାଦ୍ୟ ପରିବେଷଣ କରିବା ବୋଧେ କେହି କେବେ ଦେଖି ନଥିବେ। ଦେଖନ୍ତୁ ଏହି ଦୃଶ୍ୟ। ଜଣେ କୁନି ପ୍ରତିଭା କିଭଳି ନିଆରା ଢଙ୍ଗରେ ବାଦ୍ୟ ପରିବେଷଣ କରୁଛନ୍ତି। ଦେଖିଲେ ଓ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। ତାଙ୍କ ନାଁ ଜଗନ୍ନାଥ ନାୟକ ଓ ଘର ବୌଦ୍ଧ ଜିଲ୍ଲାରେ। କଣ୍ଟାମାଳ ବ୍ଳକ ଖଟଖଟିଆ ନୋଡାଲ ଉଚ୍ଚବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଜଗନ୍ନାଥ। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଜାଗନ୍ନାଥଙ୍କ ଏଭଳି ନିଆରା ବାଦ୍ୟ ପରିବେଷଣକୁ ଖୁବ ତାରିଫ ମିଳୁଛି। ପ୍ରଥମେ ବାପାଙ୍କ ମୃଦଙ୍ଗ ବାଦ୍ୟ ଶୁଣି ଜଗନ୍ନାଥ ହାତ ମାଧ୍ୟମରେ ଅଭ୍ୟାସ କରିଥିଲେ । ଏବେ ପାଟିରେ ହାତ ବାଡେଇ ଅସାଧାରଣ ବାଦ୍ୟ ପରିବେଷଣ କରୁଛନ୍ତି ।
ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…
ଭୁବନେଶ୍ୱର(କେନ୍ୟୁଜ୍): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…
ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…
ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…
ଭୁବନେଶ୍ୱର(କେନ୍ୟୁଜ୍): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…
ଭଦ୍ରକ (କେନ୍ୟୁଜ୍): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…