ରାଜ୍ୟ

ମୋ ଧନକୁ ଫେରିପାଇଲି: ଫେରିଲା ଅପହୃତା ସ୍ତ୍ରୀ, ଖୁସିରେ ଆତ୍ମହରା ସ୍ବାମୀ

ଭଦ୍ରକ(କେନ୍ୟୁଜ୍): ମୋ ସ୍ତ୍ରୀକୁ କରାଯାଇଥିଲା ଅପହରଣ। ମୋ ସ୍ତ୍ରୀର ମାମୁଁ ମାଇଁ ଆଜି ତାକୁ ଅଣ୍ଡରାଇ ଜଗନ୍ନାଥ ମନ୍ଦିରରେ ଅନ୍ୟତ୍ର ବିବାହ ପାଇଁ ଆଣିଥିଲେ ମୋ ସ୍ତ୍ରୀ ମତେ ଜଣେଇବାପରେ ମୁଁ ପହଞ୍ଚି ଥିଲି ମନ୍ଦିରରେ। ଆଉ ମୋ ସ୍ତ୍ରୀ ମତେ ଦେଖିଲା ପରେ ଦୋଉଡି ପଳାଇ ଆସିଲା ମୁଁ ମୋ ପ୍ରେମକୁ ଫେରି ପାଇ ବୋହୁତ ଖୁସି ।ଏହା କହିଛନ୍ତି ସ୍ବାମୀ ରାହୁଲ ଗୋଛୟତ।

ଧୁଷୁରି ବଜାରରେ ଦେବେନ୍ଦ୍ର ଗୋଛୟତଙ୍କ ପୁଅ ରାହୁଲ ନିକଟ ବ୍ରାହ୍ମଣିପାଳ ଡକା ସାହିର ବଳରାମ ପଣ୍ଡାଙ୍କ ଝିଅ ହରପ୍ରିୟାକୁ ଭଲପାଇ ଉଭୟ ଘରଛାଡି ପୁରୀରେ ବିବାହ କରିଥିଲେ।ବିବାହର ୬ମାସ ପରେ ସାବିତ୍ରୀ ବ୍ରତ ପରଦିନ ନିକଟ ଆଖଣ୍ଡଳମଣି କଲେଜରେ ପରୀକ୍ଷା ଦେଇ ଫେରୁଥିବା ସମୟରେ ତାଙ୍କୁ କରାଯାଇଥିଲା ଅପହରଣ ।ଏହାକୁ ନେଇ ରାହୁଲ ଆତ୍ମହରା ହୋଇ ନିଜ ସ୍ତ୍ରୀକୁ ଝୁରି ହେଉଥିଲେ। ଅନ୍ୟ ପକ୍ଷରେ ଝିଅର ପରିବାର ଲୋକେ ଓ ମାମୁଁ ମାଇଁ ଝିଅକୁ ଅନ୍ୟ ଏକ ଯୁବକ ସହ ବିବାହ କରିବା ପାଇଁ ଭଦ୍ରକ ଅଣ୍ଡରାଇ ଜଗନ୍ନାଥ ମନ୍ଦିର ଆଣିଥିଲେ ।ଏ ଖବର ସ୍ବାମୀ ରାହୁଲ ଜାଣିବା ପରେ ପହଞ୍ଚି ଥିଲେ ମନ୍ଦିର ନିକଟରେ ଆଉ ସ୍ତ୍ରୀ ହରପ୍ରିଆ ସ୍ବାମୀକୁ ଦେଖି ମାମୁଁ ମାଇଁଙ୍କ ହାତକୁ ଛାଟିଦେଇ ରାହୁଲଙ୍କ ପାଖକୁ ଦୌଡି ଆସିଥିଲେ। ପୁର୍ବରୁ ପ୍ରସ୍ତୁତ ଥିବା ସ୍ବାମୀ ନିଜ ସ୍ତ୍ରୀକୁ ଫିଲ୍ମ ଷ୍ଟାଇଲରେ ଘଟଣା ସ୍ଥଳରୁ ନେଇ ପଳାଇ ଯାଇଛି ।

KNews Bureau

Recent Posts

ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଚଳ ଚଞ୍ଚଳ ସୁବର୍ଣ୍ଣପୁର ସହର, ବାହାଘର ପାଇଁ ପ୍ରସ୍ତୁତ ହୋଇଛନ୍ତି ଉଭୟ ପକ୍ଷ

ସୁବର୍ଣ୍ଣପୁର(କେନ୍ୟୁଜ): ଆସନ୍ତା କାଲି ଶୀତଳ ଷଷ୍ଠୀ ଯାତ୍ରା । ଅନୁଷ୍ଠିତ ହେବ ଦେବ ଦମ୍ପତିଙ୍କ ବାହାଘର । ପବିତ୍ର ଶୀତଳ…

19 mins ago

ଅଭିନେତ୍ରୀ ହେବାକୁ ଏହି ସର୍ତ୍ତ ରଖିଥିଲେ ସାନିଆ, କପିଲ ଶୋରେ କଲେ ଖୁଲାସା

ଭାରତର ପୂର୍ବତନ ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା ନିଜର ବ୍ୟକ୍ତିଗତ ଜୀବନକୁ ନେଇ କିଛିଦିନ ହେଲାଣି ଚର୍ଚ୍ଚାରେ ରହିଛନ୍ତି…

30 mins ago

ମୁମ୍ବାଇ ହୋର୍ଡିଂ ଭୁଶୁଡ଼ିବା ମାମଲାରେ ଆଉ ୨ ଗିରଫ, ଗୋଆରୁ ଧରିଲା କ୍ରାଇମ୍‌ ବ୍ରାଞ୍ଚ ଟିମ୍‌

ମୁମ୍ବାଇର ଘାଟକୋପରରେ ହୋର୍ଡିଂ ଭୁଶୁଡ଼ିବା ମାମଲାରେ ଆଉ ୨ ଜଣ ଗିରଫ ହୋଇଛନ୍ତି । ମାମଲାର ତଦନ୍ତ କରୁଥିବା ମୁମ୍ବାଇ…

32 mins ago

ଶପଥ ଗ୍ରହଣ ପରେ ବିଜେପି କେଉଁ ମନ୍ତ୍ରଣାଳୟ ରଖିବ, ସହଯୋଗୀଙ୍କୁ ମିଳିବ କ’ଣ ?

ଆଜି ତୃତୀୟଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ତେବେ ତାଙ୍କ ମନ୍ତ୍ରିମଣ୍ଡଳର ରୂପରେଖ କଣ ହେବ,…

1 hour ago

ନିଖୋଜ ବାପାକୁ ଖୋଜି ଖୋଜି ନୟାନ୍ତ ପୁଅ

କାକଟପୁର(କେନ୍ୟୁଜ): ମଣିଷ ଏକ ସାମାଜିକ ପ୍ରାଣୀ ,ସାମାଜିକ ଚଳଣି ମଧ୍ୟରେ ବାପ ,ମା ,ପୁଅ ,ସ୍ତ୍ରୀ ,ସ୍ବାମୀ ,ଭାଇ ,ଭଉଣୀ…

1 hour ago

ବଦଳିଲା ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଉତ୍ସବ ତାରିଖ, ୧୦ ନୁହେଁ ୧୨ରେ ହେବ ସମାରୋହ

ଭୁବନେଶ୍ୱର (କେନ୍ୟୁଜ): ଜୁନ୍ ୧୦ ନୁହେଁ ୧୨ ତାରିଖରେ ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବ । ବୁଧବାର ଭୁବନେଶ୍ବର…

1 hour ago