ରାଜ୍ୟ

ବାହାଘର ପରେ ଆଶ୍ରମ ପିଲାଙ୍କ ସହ ସମୟ ବିତାଇଲେ ପ୍ରୀତି ରଞ୍ଜନ ଓ ଝିଲିକ୍‌, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଲୁଚାଇ ଲୁଚାଇ ବଙ୍ଗୀୟ ଅଭିନେତ୍ରୀ ଝିଲିକଙ୍କ ମଥାରେ ସିନ୍ଦୂର ଭରିବା ପରେ ବିଧାୟକ ପ୍ରୀତି ରଞ୍ଜନ ଘଡେଇ ଏବେ ଗ୍ରାଣ୍ଡ ରିସେପସନ୍‌ ଲାଗି ପ୍ରସ୍ତୁତ ହେଉଛନ୍ତି । ଓଲିଉଡ୍‌ ଅଭିନେତ୍ରୀ ଏବେ ଓଡିଆ ନେତାଙ୍କ ଘରର ବୋହୂ । ଚିଲିକାର ଏକ ରିସୋର୍ଟରେ ଦୁଇ ଜଣଙ୍କର ବିବାହ ହୋଇଛି ।

ବିବାହ ପରେ ପ୍ରଥମ ଥର ପାଇଁ ଏହି ନବ ଦମ୍ପତି ଭୁବନେଶ୍ୱର ଡୁମଡୁମାରେ ଥିବା ପ୍ରତିଭା ଆଶ୍ରମକୁ ଯାଇ ଏଠାକାର ଅନ୍ତେବାସୀଙ୍କ ସହ କିଛି ସମୟ ବିତାଇଛନ୍ତି । ଏଠାରେ ରହୁଥିବା ପିଲାମାନଙ୍କୁ ମିଠା ବାଣ୍ଟିବା ସହିତ ଅର୍ଥ ରାଶି ଦାନ କରିଥିଲେ । ପିଲାମାନେ ଏହି ନବବିବହିତଙ୍କ ପାଇଁ ନୃତ୍ୟ ପରିବେଷଣ କରିଥିଲେ । ସେମାନଙ୍କ ସହିତ ଝିଲକ ମଧ୍ୟ ନାଚିଥିଲେ । ବାହାଘର ପରେ ପିଲା ମାନଙ୍କ ସହିତ ସମୟ ବିତାଇ ବହୁତ ଖୁସି ଅଛନ୍ତି ବୋଲି ପ୍ରୀତି ରଞ୍ଜନ କହିଛନ୍ତି ।

ଦେଖନ୍ତୁ ସେମାନଙ୍କ ସହ ସାକ୍ଷାତକାର..

 

 

 

 

KNews Bureau

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

2 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

5 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

6 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

6 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

8 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

8 hours ago