କେନ୍ୟୁଜ୍(ବ୍ୟୁରୋ): ଆଉ ଏକ ଗୀତ ଗାଇଲେ ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ । ପୂର୍ବରୁ ରଙ୍ଗବତୀ ଏବଂ ସୋନା ବାପା ଗୀତ ଗାଇ ଚର୍ଚ୍ଚାରେ ଥିଲେ ଜଟଣୀ ବିଧାୟକ । କିନ୍ତୁ ଆଜି ଯେଉଁ ଗୀତଟି ଗାଇଛନ୍ତି ତାହା ପାଠ ପଢା ଉପରେ ପର୍ଯ୍ୟବେସିତ ବୋଲି ଜଣାପଡିଛି ।
ଗୁଡଲି ରଥଙ୍କ ଷ୍ଟୁଡିଓରେ ଏହା ରେକର୍ଡ ହୋଇଥିବା ବେଳେ ଏହାର ସଂଗୀତ ନିର୍ଦେଶନା ଦେଇଛନ୍ତି ରଶ୍ମି ରଞ୍ଜନ । ବିଧାୟକ ସୁରେଶ ରାଉତରାୟ ସହ ଏହି ଗୀତରେ କଣ୍ଠଦାନ କରିଛନ୍ତି ମୋନାଲି ମଧୁସ୍ମିତା ।
ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…
ଭୁବନେଶ୍ୱର(କେନ୍ୟୁଜ୍): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…
ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…
ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…
ଭୁବନେଶ୍ୱର(କେନ୍ୟୁଜ୍): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…
ଭଦ୍ରକ (କେନ୍ୟୁଜ୍): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…