ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଦେଉଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ, ପୁଣି ଏକ ଗୀତ ଗାଇ ଚର୍ଚ୍ଚାରେ

କେନ୍ୟୁଜ୍(ବ୍ୟୁରୋ):  ଆଉ ଏକ ଗୀତ ଗାଇଲେ ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ।  ପୂର୍ବରୁ ରଙ୍ଗବତୀ ଏବଂ ସୋନା ବାପା ଗୀତ ଗାଇ ଚର୍ଚ୍ଚାରେ ଥିଲେ ଜଟଣୀ ବିଧାୟକ । କିନ୍ତୁ  ଆଜି ଯେଉଁ ଗୀତଟି  ଗାଇଛନ୍ତି ତାହା ପାଠ ପଢା ଉପରେ ପର୍ଯ୍ୟବେସିତ ବୋଲି ଜଣାପଡିଛି  ।

sura routray

ଗୁଡଲି  ରଥଙ୍କ ଷ୍ଟୁଡିଓରେ ଏହା ରେକର୍ଡ ହୋଇଥିବା ବେଳେ ଏହାର ସଂଗୀତ ନିର୍ଦେଶନା ଦେଇଛନ୍ତି ରଶ୍ମି ରଞ୍ଜନ ।  ବିଧାୟକ ସୁରେଶ ରାଉତରାୟ ସହ ଏହି ଗୀତରେ କଣ୍ଠଦାନ କରିଛନ୍ତି ମୋନାଲି ମଧୁସ୍ମିତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.