କଟକ(କେନ୍ୟୁଜ୍): ଦୀର୍ଘ ଦିନ ପରେ କଟକ ସହରରେ ପୁଣି ଧରା ହେଲା ସେକ୍ସ ରାକେଟ। ଜନଗହଳିପୂର୍ଣ୍ଣ ଅଞ୍ଚଳ ରାଣୀହାଟ ଛକରେ ଥିବା ଏକ ଘରୁ ସେକ୍ସ ରାକେଟ ଠାବ କରିଛି ମଙ୍ଗଳାବାଗ ଥାନା ପୋଲିସ। ଦୁଇ ଜଣ ଗ୍ରାହକ, ଘର ମାଲିକ ଓ ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ। ଘର ମାଲିକ ସୁକାନ୍ତ ନାୟକ ନିଜେ ଏହି ସେକ୍ସ ରାକେଟ ଚଲାଉଥିଲା।
ଘର ଭିତରୁ କିଛି ଆପତ୍ତିଜନକ ଜିନିଷ ଜବତ କରିଛି ପୋଲିସ। ତେବେ ମହିଳାଙ୍କୁ ବସୁନ୍ଧରାରେ ଛଡାଯାଇଥିବା ବେଳେ ଗ୍ରାହକ ଓ ଘର ମାଲିକଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି। ତେବେ ଏହି ଘରେ କିଛି ବର୍ଷ ପୂର୍ବରୁ ସେକ୍ସ ରାକେଟ ଠାବ କରିଥିଲା ପୋଲିସ।
ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…
ଭୁବନେଶ୍ୱର(କେନ୍ୟୁଜ୍): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…
ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…
ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…
ଭୁବନେଶ୍ୱର(କେନ୍ୟୁଜ୍): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…
ଭଦ୍ରକ (କେନ୍ୟୁଜ୍): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…