କେନ୍ୟୁଜ୍(ବ୍ୟୁରୋ): ଆଜି ସାଂସଦ ଅନୁଭବ ମହାନ୍ତିଙ୍କ ଜନ୍ମଦିନ । ଏଥର ଜନ୍ମଦିନ ପାଳୁନାହାନ୍ତି ଅନୁଭବ । ଏନେଇ ଏକ ଭିଡିଓ ଜାରି କରି ମନର କଥା ବଖାଣିଛନ୍ତି । କହିଛନ୍ତି ଗତ ସାଢ଼େ ତିନି ବର୍ଷ ହେବ ମରି ମରି ବଞ୍ଚୁଛି । ଯେଉଁଦିନ ଡିଭୋର୍ସ ହେବ ସେହିଦିନ ପୁନର୍ଜନ୍ମ ପାଇବି ବୋଲି କହିଛନ୍ତି ଅନୁଭବ ମହାନ୍ତି । ସେହିଦିନ ହେବ ମୋର ନୂଆ ଜନ୍ମ ।
ଡିଭୋର୍ସ ଦିନ ମୋର ଅସଲ ଜନ୍ମଦିନ ସେଲିବ୍ରେସନ ହେବ ବୋଲି ଅନୁଭବ କହିଛନ୍ତି । ପତ୍ନୀ ବର୍ଷା ପ୍ରିୟଦର୍ଶର୍ନୀଙ୍କ ସହ ଅନୁଭବଙ୍କ ପାରିବାରିକ ବିବାଦ ନେଇ କୋର୍ଟରେ ମାମଲା ଚାଲିଛି ।
କେନ୍ଦ୍ରାପଡା (କେନ୍ୟୁଜ): କେନ୍ଦ୍ରାପଡା କୁଦାନଗରି ଥାନା ଗୌଡଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ…
ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…
ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସା…
ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…
ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…
ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାକୁ ଆଜି ପୁରିଛି ବର୍ଷେ । ୨୦୨୩ ଜୁନ୍ ୨ ଶୁକ୍ରବାର, ସମୟ…