ଜନ୍ମଦିନ ପାଳିଲେନି ଅଭିନେତା ଅନୁଭବ ମହାନ୍ତି, କହିଲେ ଛାଡ଼ପତ୍ର ଦିନ ପୁନର୍ଜନ୍ମ ପାଇବି

କେନ୍ୟୁଜ୍(ବ୍ୟୁରୋ):  ଆଜି ସାଂସଦ ଅନୁଭବ ମହାନ୍ତିଙ୍କ ଜନ୍ମଦିନ । ଏଥର ଜନ୍ମଦିନ ପାଳୁନାହାନ୍ତି ଅନୁଭବ । ଏନେଇ ଏକ ଭିଡିଓ ଜାରି କରି ମନର କଥା ବଖାଣିଛନ୍ତି । କହିଛନ୍ତି ଗତ ସାଢ଼େ ତିନି ବର୍ଷ ହେବ ମରି ମରି ବଞ୍ଚୁଛି । ଯେଉଁଦିନ ଡିଭୋର୍ସ ହେବ ସେହିଦିନ ପୁନର୍ଜନ୍ମ ପାଇବି ବୋଲି କହିଛନ୍ତି ଅନୁଭବ ମହାନ୍ତି । ସେହିଦିନ ହେବ ମୋର ନୂଆ ଜନ୍ମ ।

ଡିଭୋର୍ସ ଦିନ ମୋର ଅସଲ ଜନ୍ମଦିନ ସେଲିବ୍ରେସନ ହେବ ବୋଲି ଅନୁଭବ କହିଛନ୍ତି । ପତ୍ନୀ ବର୍ଷା ପ୍ରିୟଦର୍ଶର୍ନୀଙ୍କ ସହ ଅନୁଭବଙ୍କ ପାରିବାରିକ ବିବାଦ ନେଇ କୋର୍ଟରେ ମାମଲା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.