Browsing Tag

anubhav mohanty

ଅନୁଭବ ମହାନ୍ତିଙ୍କ ଆବେଦନ ଖାରଜ, ନିମ୍ନ ଅଦାଲତରେ ମାମଲା ଚାଲିବ: ହାଇକୋର୍ଟ

କଟକ : ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଆବେଦନ ହାଇକୋର୍ଟରେ ଖାରଜ । ନିମ୍ନ ଅଦାଲତରେ ମାମଲା ଚାଲିବ ବୋଲି କହିଛନ୍ତି ହାଇକୋର୍ଟ । ପୂର୍ବତନ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ଦାୟର ମାମଲା ନିମ୍ନ ଅଦାଲତରେ ଚାଲିବ । ମାମଲାକୁ ବନ୍ଦ କରିବା ପାଇଁ ଅନୁଭବ କରିଥିଲେ ଆବେଦନ । ଅନୁଭବଙ୍କ…

ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ବାନ୍ଧବୀ ଜାଗୃତି ଶୁକ୍ଳାଙ୍କୁ ବିବାହ କଲେ ଅନୁଭବ ମହାନ୍ତି

ଭୁବନେଶ୍ୱର : ଦୀର୍ଘଦିନ ଧରି ଚାଲିଥିବା ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ବନ୍ଧୁରୁ ପାଲଟିଲେ ଜୀବନସାଥୀ । ବିବାହ ବନ୍ଧନରେ ଆବଦ୍ଧ ହେଲେ ଓଲିଉଡ ଷ୍ଟାର ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଳା । ଦୀର୍ଘଦିନର ବାନ୍ଧବୀ ଜାଗୃତି ଶୁକ୍ଲାଙ୍କୁ ନୂଆଦିଲ୍ଲୀର ହଜଖାସ ଜଗନ୍ନାଥ ମନ୍ଦିରରେ ବିବାହ…

ଆଜି ଅନୁଭବ ଓ ଜାଗୃତିଙ୍କ ବାହାଘର, ରାଜସ୍ଥାନରେ ହେବ ଡେସଟିନେସନ୍ ୱେଡିଂ

ଦ୍ବିତୀୟ ଇନିଂସ ଆରମ୍ଭ କରିବେ ଓଲିଉଡ୍ ଅଭିନେତା ଅନୁଭବ ମହାନ୍ତି ।  ଦିଲ୍ଲୀରେ ଜାଗୃତି ଶୁକ୍ଲାଙ୍କ ହାତ ଧରିବେ କଟକର ବାଳୁଙ୍ଗା ଟୋକା ।  ରାଜସ୍ଥାନରେ ହେବ ଡେସଟିନେସନ୍ ୱେଡିଂ ।  ଉଭୟଙ୍କ ଆଜି ପଡିବ ହାତଗଣ୍ଠି ।  ହାତକୁ ଦି ହାତ ହେବେ ଲଭ ବାର୍ଡ ।  ପରିବାରବର୍ଗ ଓ କିଛି ହାତଗଣତି…

ସରିଲା ଅନୁଭବ- ଜାଗୃତିଙ୍କ ନିର୍ବନ୍ଧ; ଆସନ୍ତା ୧୧ରେ ପଡିବ ହାତଗଣ୍ଠି !

ଭୁବନେଶ୍ୱର : ସବୁ କଳ୍ପନା ଜଳ୍ପନାର ଅନ୍ତ । ଜାଗୃତିଙ୍କୁ ବିବାହ କରିବେ ଓଲିଉଡ ଅଭିନେତା ଅନୁଭବ ମହାନ୍ତି । ଗତକାଲି ରାଜ୍ୟ ବାହାରେ ଉଭୟଙ୍କ ନିର୍ବନ୍ଧ ହୋଇଛି  । ଆଗରୁ ମନ ମିଶିଥିଲା ଏବେ ଦୁହେଁ ଏକାଠି ହେବାକୁ ପ୍ରତିଶୃତି ବଦ୍ଧ । ଉଭୟ ଉଭୟଙ୍କ ହାତଧରି ହୋଇଯିବେ ସାତ ଜନମର ସାଥି ।…

ପୁଣି ହାତକୁ ଦୁଇ ହାତ ହେବେ ଅନୁଭବ, ଆଜି ଜାଗୃତିଙ୍କ ସହ ନିର୍ବନ୍ଧ

ଭୁବନେଶ୍ୱର : ପୁଣି ବାହା ହେବେ ଅନୁଭବ। ଓଲିଉଡ ସୁପରଷ୍ଟାର ତଥା ପୂର୍ବତନ ଲୋକସଭା ସାଂସଦ ତଥା ବିଜେପି ନେତା ଅନୁଭବ ମହାନ୍ତି ଖୁବଶୀଘ୍ର ହାତକୁ ଦୁଇ ହାତ ହେବେ । ଜାଗୃତି ଶୁକ୍ଲାଙ୍କ ହାତ ଧରିବେ। ଅନୁଭବ ଓ ଜାଗୃତିଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆଜି ଭୁବନେଶ୍ବରର ଏକ…

ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବୁଝିଲେ ନବୀନ ପଟ୍ଟନାୟକ, ଆଶୁ ଆରୋଗ୍ୟ କାମନା କଲେ

ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବୁଝିଲେ ନବୀନ ପଟ୍ଟନାୟକ । ବାବୁସାନଙ୍କ ସହ ଭିଡିଓ କଲ୍ ରେ କଥା ହେବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି । ବାପା ଧୀରେ ଧୀରେ ସୁସ୍ଥ ହେଉଥିବା କହିଛନ୍ତି ବାବୁସାନ । ସେହିପରି ଅଭିନେତା ଅନୁଭବ ମହାନ୍ତି ମଧ୍ୟ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ…

ଯାଜପୁର କାଳୀପୂଜାରେ ବର୍ଷା – ଅନୁଭବ : ଦୁଇ ଷ୍ଟାରଙ୍କୁ ଦେଖିବାକୁ ଜମିଲା ଭିଡ଼

ଯାଜପୁର : ଗତକାଲି ରାତିରେ ଯାଜପୁରରେ ଜମିଥିଲା କାଳୀପୂଜା ସନ୍ଧ୍ୟା। ମତୁଆଲା ହୋଇଥିଲେ ଦର୍ଶକ । ବିଭିନ୍ନ ମଞ୍ଚରେ ଆୟୋଜିତ ହୋଇଥିଲା ଷ୍ଟାର ନାଇଟ୍ ।  ପୃଥକ୍ ପୃଥକ୍ ଦୁଇଟି ମଞ୍ଚରେ ଯୋଗଦେଇଥିଲେ ଦୁଇଟି ଚର୍ଚ୍ଚିତ ଚେହେରା । ଜଣେ ହେଲେ ବର୍ଷା ପ୍ରିୟର୍ଦଶିନୀ ଓ ଆଉ ଜଣେ ହେଲେ ଅନୁଭବ…

ଯାଜପୁରରେ ଜମିବ କାଳୀପୂଜା, ୨୦୦ ମିଟର ଦୂରତାରେ ରହିବେ ବର୍ଷା-ଅନୁଭବ

ଯାଜପୁର : ଆଜି ସନ୍ଧ୍ୟାରେ ଯାଜପୁରରେ ଜମିବ କାଳୀପୂଜା । ମତୁଆଲା ହେବେ ଦର୍ଶକ । ଏଥିଲାଗି ବିଭିନ୍ନ ମଞ୍ଚରେ ଆୟୋଜିତ ହେଉଛି ଷ୍ଟାର ନାଇଟ୍ । ଏଭଳି ରହିବ ଦୁଇଟି ମଞ୍ଚ ଯେଉଁଠି ପୃଥକ୍ ପୃଥକ୍ ଭାବେ ଯୋଗଦେବେ ଦୁଇଟି ଚର୍ଚ୍ଚିତ ଚେହେରା । ଜଣେ ବର୍ଷା ପ୍ରିୟଦର୍ଶିନୀ ଓ ଆଉ ଜଣେ ହେଲେ ଅନୁଭବ…

ବର୍ଷାଙ୍କୁ ନେଇ କୋର୍ଟ ବାହାରେ ଏମିତି କହିଲେ ଅନୁଭବ ମହାନ୍ତି

କଟକ (କେନ୍ୟୁଜ୍‌) : ପୂର୍ବତନ ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଘରୋଇ ହିଂସା ମାମଲା ଏବେବି କୋର୍ଟରେ ମାମଲା ଚାଲିଛି। ଆଜି ବି ତାରିଖ ଥିଲା । ହେଲେ ଆସିଲେନି ବର୍ଷା । ଅନୁଭବ କହିଲେ, ମୁଁ କୋର୍ଟ ଆସୁଛି ହେଲେ ବର୍ଷା ଆସୁ ନାହାନ୍ତି। ଯାହାକୁ ମୁଁ ଏତେ ଭଲ ପାଉଥିଲି ତାଙ୍କୁ ସମ୍ମାନ…

ବନ୍ଧା ହେବେ କି ଅନୁଭବ ? କୋର୍ଟ ଜାରି କଲେ ଜାମୀନ ବିହିନ ପରଓ୍ଵାନା

ପୁଣି ଅଡ଼ୁଆରେ ଛନ୍ଦିହେଲେ ଅନୁଭବ । ତାଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି କଟକ ଜେଏମ୍‌ଏଫ୍‌ସି କୋର୍ଟ । ବର୍ଷାଙ୍କୁ ଅନୁଭବ ଓ ତାଙ୍କ ସହଯୋଗୀଙ୍କ ନିର୍ଯାତନା ଅଭିଯୋଗ ମାମଲାରେ NBW ଜାରି ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ବତନ୍ତ୍ର JMFC କୋର୍ଟ । କୋର୍ଟରେ ହାଜର ନ…

ବିଜେପିରେ ମିଶିଲେ ଅନୁଭବ ମହାନ୍ତି, ୨ ଦିନ ତଳେ ବିଜେଡିରୁ ଦେଇଥିଲେ ଇସ୍ତଫା

ଭୁବନେଶ୍ୱର(କେନ୍ୟୁଜ୍‌) : ପଦ୍ମ ଧରିଲେ ଅନୁଭବ ମହାନ୍ତି । ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସେ ପଦ୍ମ ଶିବିରରେ ସାମିଲ ହୋଇଛନ୍ତି । ତେବେ ସେ ପୂର୍ବରୁ କିଛି ଦିନ ହେବ ବିଜେଡିର ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉନଥିବା ବେଳେ ଶେଷରେ ୨ ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି ।…

ସବୁ କଳ୍ପନା ଜଳ୍ପନାର ଅନ୍ତ, ବିଜେଡିରୁ ଇସ୍ତଫା ଦେଲେ ସାଂସଦ ଅନୁଭବ ମହାନ୍ତି

ଭୁବନେଶ୍ୱର (କେନ୍ୟୁଜ): ବିଜେଡି ଛାଡ଼ିଲେ ସାଂସଦ ଅନୁଭବ ମହାନ୍ତି  । ଆଜି ସେ ଇସ୍ତଫା ଦେଇଛନ୍ତି  । କେନ୍ଦ୍ରାପଡ଼ାରୁ ସାଂସଦ ଅଛନ୍ତି ଅନୁଭବ  । ୨୦୧୯ରେ ପ୍ରଥମ ଥର ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତାପୂର୍ବରୁ ରାଜ୍ୟସଭା ସଦସ୍ୟ ଥିଲେ ଅନୁଭବ ମହାନ୍ତି ।  ପାରିବାରିକ ବିବାଦରେ ଛନ୍ଦି…