ରାଜ୍ୟ

ଆଜିଠାରୁ ଆରଡି ପ୍ରଭୁ ଆଖଣ୍ଡଳମଣୀଙ୍କ ଶୀତଳ ଉପଚାର ନୀତି ଆରମ୍ଭ, ଲକ୍‌ଡାଉନ ପାଇଁ ହଜାର ହଜାର ଭକ୍ତ ବାବାଙ୍କୁ ଜଳଲାଗି କରିବାରୁ ହେଲେ ବଞ୍ଚିତ

ଭଦ୍ରକ: ଆଖଣ୍ଡଳମଣୀଙ୍କ ଶୀତଳ ଉପଚାର ନୀତି ଆରମ୍ଭ । ଆଜିଠାରୁ ଭଦ୍ରକର ପ୍ରସିଦ୍ଧ ଶୈବ ପୀଠ ବାବା ଆଖଣ୍ଡଳମଣୀଙ୍କ ପୀଠରେ ଆରମ୍ଭ ହୋଇଛି ଶୀତଳ ଉପଚାର ନୀତି । ୧ ମାସ ଧରି ଚାଲିବ ଉପଚାର ନୀତି । ଭୋର ୪ଟା ୩୦ରେ ପହୁଡ ଖୋଲା ଯାଇ ପ୍ରଥମେ ମଙ୍ଗଳା ଆଳତି କରାଯିବା ପରେ ପଣା ଭୋଗ ବାବାଙ୍କୁ ଲାଗି କରାଯାଇଥିଲା । ସେବାୟତ ବାବାଙ୍କ ଏହି ସ୍ୱତନ୍ତ୍ର ନୀତିପୂଜା କରୁଥିବା ବେଳେ ଲକ୍‌ଡାଉନ ପାଇଁ ଭକ୍ତଙ୍କ ପାଇଁ କଟକଣା ରହିଛି ।

ହଜାର ହଜାର ଭକ୍ତ ବାବାଙ୍କୁ ଜଳଲାଗି କରିବାରୁ ବଞ୍ଚିତ ହୋଇଛନ୍ତି । ଆଜି ସଂକ୍ରାନ୍ତି ଥିବାରୁ ଆଖାପାଖ ଅଞ୍ଚଳର କିଛି ଭକ୍ତଙ୍କୁ ଦେଖିବାକୁ ମିଳିଥିଲା ଆରଡିରେ । ହେଲେ କଟକଣା ଯୋଗୁ ମନ୍ଦିର ଭିତରକୁ ନ ଯାଇପାରି ବାବାଙ୍କୁ ବାହାରୁ ଦର୍ଶନ କରି ଭକ୍ତ ନିରାଶ ହୋଇ ଫେରିଛନ୍ତି ।

KNews Bureau

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

26 mins ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

3 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

4 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

4 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

6 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

7 hours ago