ଭୁବନେଶ୍ୱର(କେନ୍ଯୁଜ୍) : ଭୁବନେଶ୍ୱର ବାସିନ୍ଦା ବିନ୍ଦୁସାଗର କୂଳରେ ପ୍ରକୃତିର ଅନୁପମ ସୌନ୍ଦର୍ଯ୍ଯ ସାଙ୍ଗକୁ ଏକ ନିଆରା ଅନୁଭବ ପାଇବେ । ଏହି ସୁଯୋଗ ଆଣିଦେଉଛି ଭୁବନେଶ୍ୱର ଆର୍ଟ ଟ୍ରେଲ ବା ବ୍ୟାଟ୍ । ଏଥିରେ ଦେଶ ବିଦେଶରୁ ୨୪ ଜଣ ଚିତ୍ରକର ଅଂଶଗ୍ରହଣ କରିବେ । ଲୋକମାନେ ବ୍ୟବହାର ପରେ ଫିଙ୍ଗି ଦେଉଥିବା ଅଦରକାରୀ ଜିନିଷରେ ଚିତ୍ରକରମାନେ ସୁନ୍ଦର ସୁନ୍ଦର କଳା ପ୍ରସ୍ତୁତ କରିବେ । ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବାର କାଯ୍ୟର୍କ୍ରମ ରହିଛି । ଉତ୍ସ ଫାଉଣ୍ଡେସନ ପକ୍ଷରୁ ଏହି ଆର୍ଟ ଟ୍ରେଲ ଆୟୋଜନ କରାଯାଉଛି ।
ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…
ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…
ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…
ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…
ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…