ଭୁବନେଶ୍ୱର ବାସିନ୍ଦା ବିନ୍ଦୁସାଗର କୂଳରେ ପାଇବେ ନିଆରା ଅନୁଭବ

ଭୁବନେଶ୍ୱର(କେନ୍ଯୁଜ୍) : ଭୁବନେଶ୍ୱର ବାସିନ୍ଦା ବିନ୍ଦୁସାଗର କୂଳରେ ପ୍ରକୃତିର ଅନୁପମ ସୌନ୍ଦର୍ଯ୍ଯ ସାଙ୍ଗକୁ ଏକ ନିଆରା ଅନୁଭବ ପାଇବେ । ଏହି ସୁଯୋଗ ଆଣିଦେଉଛି ଭୁବନେଶ୍ୱର ଆର୍ଟ ଟ୍ରେଲ ବା ବ୍ୟାଟ୍‌ । ଏଥିରେ ଦେଶ ବିଦେଶରୁ ୨୪ ଜଣ ଚିତ୍ରକର ଅଂଶଗ୍ରହଣ କରିବେ । ଲୋକମାନେ ବ୍ୟବହାର ପରେ ଫିଙ୍ଗି ଦେଉଥିବା ଅଦରକାରୀ ଜିନିଷରେ ଚିତ୍ରକରମାନେ ସୁନ୍ଦର ସୁନ୍ଦର କଳା ପ୍ରସ୍ତୁତ କରିବେ । ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବାର କାଯ୍ୟର୍କ୍ରମ ରହିଛି । ଉତ୍ସ ଫାଉଣ୍ଡେସନ ପକ୍ଷରୁ ଏହି ଆର୍ଟ ଟ୍ରେଲ ଆୟୋଜନ କରାଯାଉଛି ।

Leave A Reply

Your email address will not be published.