ଆଠଗଡ(କେନ୍ଯୁଜ): କିଛିଦିନ ଧରି ଆଠଗଡ ଏବଂ ଆଖପାଖ ଅଞ୍ଚଳରେ ଚୋରି, ରାଜହାନୀ ଭଳି ଅନେକ ଅପରାଧ ବଢ଼ିବାରେ ଲାଗିଛି। STF ଟିମ ପକ୍ଷରୁ ଚଢ଼ାଉ କରାଯାଇ ଗଞ୍ଜେଇ, ବ୍ରାଉନସୁଗାର ଭଳି ମାରାତ୍ମକ ମାଦ୍ରକ ଦ୍ରବ୍ୟ ଜବତ କରିଛି। ଏହାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିବା ସହିତ ରାତ୍ରି ପାଟ୍ରୋଲିଂକୁ ଅଧିକ ଗୁରୁତ୍ୱ ଦିଆଯାଇଛି।
ଆଠଗଡ ବ୍ଳକ ଅନ୍ତର୍ଗତ ଖୁଣ୍ଟୁଣି ଥାନା ଅଧିନ ଆରତୀ ଫାଣ୍ଡି ଅଧିକାରୀ ହରିହର ବେହେରା ରାତ୍ରି ପାଟ୍ରୋଲିଂରେ ଯାଇ ରାସ୍ତା କଡରେ ଗାଡି ରଖି ଗାଡି ମଧ୍ୟରେ ଗଭୀର ନିଦ୍ରା ଶୋଇଥିଲେ। କେବଳ ସେତିକି ନୁହେଁ ଗାଡିର ଡ୍ରାଇଭର ଏବଂ ଜଣେ କନେଷ୍ଟବଳ ମଧ୍ୟ ଗାଡିମଧ୍ୟରେ ଗଭୀର ନିଦ୍ରାରେ ଶୋଇଥିଲେ। ନିଦ୍ର ର ପରିମାଣ ଏତେ ଅଧିକ ଥିଲା ଯେ କ୍ୟାମେରା ଲାଇଟ ପଡିଲା ପରେ ମଧ୍ୟ ଗଭୀର ନିଦ୍ରାରେ ବାବୁ ମାନଙ୍କର ଭାଙ୍ଗି ନଥିଲା । ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ପୋଲିସ ପ୍ରଶାସନ ସାଧାରଣ ଲୋକ ମାନଙ୍କୁ ସୁରକ୍ଷା ଦେବା ପାଇଁ କେତେ ତତ୍ପର ?
ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…
ଭୁବନେଶ୍ୱର(କେନ୍ୟୁଜ୍): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…
ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…
ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…
ଭୁବନେଶ୍ୱର(କେନ୍ୟୁଜ୍): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…
ଭଦ୍ରକ (କେନ୍ୟୁଜ୍): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…