ଆନନ୍ଦପୁର: ସହିଦ୍ଙ୍କ ସ୍ମୃତିରେ ବିନା ମୂଲ୍ୟରେ ଅଟୋ ସେବା। ଆନନ୍ଦପୁର ଅଟୋ ସଂଘ ସଭାପତି ନରେନ୍ଦ୍ର କୁମାରଙ୍କ ପକ୍ଷରୁ ପୁଲୱାମା ସହିଦଙ୍କୁ ଏହି ନିଆରା ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ୪ ଦିନ ପାଇଁ ବିନା ମୂଲ୍ୟରେ ଅଟୋ ସେବା ଯୋଗାଇ ଦେବେ। ଆନନ୍ଦପୁର ବଜାରରୁ ଘଷିପୁରା ମେଡିକାଲ ଏବଂ ଉତ୍ତେରଶ୍ୱର ମନ୍ଦିରରୁ ଝାଡେଶ୍ୱରୀ ମନ୍ଦିର ଏପରି ଅନେକ ସ୍ଥାନକୁ ବିନା ମୂଲ୍ୟରେ ଅଟୋ ସେବା ଯୋଗାଉଛନ୍ତି। ସହିଦ୍ ମାନଙ୍କ ପ୍ରତି ଏପରି ଶ୍ରଦ୍ଧାଞ୍ଜଳିକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।
ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…
ଭୁବନେଶ୍ୱର(କେନ୍ୟୁଜ୍): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…
ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…
ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…
ଭୁବନେଶ୍ୱର(କେନ୍ୟୁଜ୍): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…
ଭଦ୍ରକ (କେନ୍ୟୁଜ୍): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…