Categories: ରାଜ୍ୟ

ଟାଙ୍ଗୀ(ଖୋର୍ଦ୍ଧା): ମହିଳା ସଂଘର ସଦସ୍ୟାଙ୍କୁ ଅସଦାଚରଣ କରି ବଦଳି ହେଲେ ମ୍ୟାନେଜର ପ୍ରିୟଦର୍ଶୀ ଦାଶ

ଖୋର୍ଦ୍ଧା(କେନ୍ୟୁଜ୍‌): ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ୍ ହରିପୁର ଗ୍ରାମ ପଞ୍ଚାୟତ ସ୍ତରର ଆଞ୍ଚଳିକ ମହିଳା ମଞ୍ଚର ମହିଳାଙ୍କୁ ଚିଲିକା ବ୍ଲକ B.P.Mଙ୍କ ଅସଦାଚରଣ ଏବଂ ଦୁର୍ନୀତି ଅଭିଯୋଗରେ ଗତ ୬ ତାରିଖ ରେ ବାନ୍ଧିଥିଲେ ହରିପୁର ଗ୍ରାମପଞ୍ଚାୟତ ମହିଳା ମହାସଂଘର ସଦସ୍ୟା। ଶେଷରେ ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିଶୃତି ଓ ଟାଙ୍ଗୀ ପୋଲିସ ସହାୟତାରେ ଉଧାର ପାଇଲେ ଅଧିକାରୀ। ମହାସଂଘର ପୂର୍ବ ସୁଧ ଟଙ୍କାକୁ ନେଇ ଥିଲା ଅଭିଯୋଗ ।

ଆଜି ସରପଞ୍ଚଙ୍କ ପ୍ରତିଶୃତି ଅନୁଯାୟୀ ବ୍ଲକ୍ ପରିସରରେ ଖୋର୍ଦ୍ଧା ଜିଲ୍ଲା ପ୍ରୋଜେକ୍ଟ ମ୍ୟାନେଜର, ଚିଲିକା ବି.ଡି.ଓ , ସି.ଡି.ପି.ଓ ଓ ହରିପୁର ସରପଞ୍ଚ ମଧ୍ୟରେ ଆଲୋଚନା ପରେ ସବ୍ରସମ୍ମତୀ କ୍ରମେ ୨୪ ଘଣ୍ଟା ମଧ୍ୟରେ ବ୍ଲକ୍ ପ୍ରୋଜେକ୍ଟ ମ୍ୟାନେଜର ପ୍ରୀୟଦର୍ଶୀ ଦାଶଙ୍କୁ ଅନ୍ୟତ୍ର ବଦଳି ଓ ହରିପୁର ପଞ୍ଚାୟତ ମାଷ୍ଟର ବୁକ୍ କିପର ଶାନ୍ତିଲତା ସେଠୀଙ୍କୁ ବହିଷ୍କାର କଲେ ବୋଲି ଚିଲିକା ସି.ଡି.ପି. ଗଣମାଧ୍ୟମ କୁ ପତିକ୍ରୀୟା ଦେଇଛନ୍ତି ।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

17 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

20 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

26 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

35 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

35 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

53 mins ago