Categories: ରାଜ୍ୟ

ଗ୍ରାହମ ଷ୍ଟେନ୍‌ସ ପୋଡ଼ି ଘଟଣା, ୨୦ବର୍ଷ ପରେ ଗିରଫ ହେଲା ଦାରା ସିଂର ସହଯୋଗୀ ବୁଦ୍ଧଦେବ ନାୟକ

୨୦ବର୍ଷ ପରେ ଗିରଫ ହେଲେ ଦାରା ସିଂ ସହଯୋଗୀ। ୧୯୯୯ ଜାନୁଆରୀ ୨୨ତାରିଖରେ କେନ୍ଦୁଝର ଆନନ୍ଦପୁର ଥାନା ମନୋହରପୁର ଠାରେ ଅଷ୍ଟ୍ରେଲିୟ ମିସନାରୀ ଗ୍ରାହମ ଷ୍ଟେନ୍‌ସ ଓ ତାଙ୍କର ଦୁଇ ନାବାଳକ ପୁଅଙ୍କୁ ପୋଡ଼ି ମାରିବା ଘଟଣାରେ ଫେରାର ଥିଲା ଦାରା ସିଂର ସହଯୋଗୀ ବୁଦ୍ଧଦେବ ନାୟକ । କୋଲକାତାରୁ ସିବିଆଇ ଟିମ ଠାକୁରମୁଣ୍ଡା ଆସି ସ୍ଥାନୀୟ ପୋଲିସ ସହାୟତାରେ ବୁଦ୍ଧଦେବଙ୍କୁ ଗିରଫ କରିଛି । ପରେ ତାଙ୍କୁ ଭୁବନେଶ୍ୱର ସିବିଆଇକୁ ନିଆଯାଇଥିବା ଜଣାପଡ଼ିଛି । ଷ୍ଟେନସ୍‌ ଓ ତାଙ୍କ ଦୁଇ ପୁଅ ଗାଡ଼ିରେ ଶୋଇଥିବା ବେଳେ ଦାରା ସିଂଙ୍କ ଓ ତାଙ୍କ ସହଯୋଗୀ ପୋଡ଼ି ମାରିଥିଲେ ।

KNews Bureau

Recent Posts

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

8 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

17 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

26 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

42 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

57 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 hour ago