ରାଜ୍ୟ

ସିଭିଲ ସର୍ଭିସ ଡେରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା, ଶାସନର ଫୋକସରେ ନାଗରିକ ରହିବା ଜରୁରୀ

କେନ୍ୟୁଜ୍(ବ୍ୟୁରୋ): ଦେଶ ଗଠନର ମୌଳିକ ଉପାଦନ ନାଗରିକ। ତେଣୁ ଶାସନର ଫୋକସରେ ନାଗରିକ ରହିବା ଜରୁରୀ। ଆମ ସରକାରଙ୍କ ଲକ୍ଷ୍ୟ ପାରଦର୍ଶିତା ଭିତ୍ତିରେ ନାଗରିକଙ୍କ କଲ୍ୟାଣକୁ ପ୍ରୋତ୍ସାହନ ଦେବା। ସିଭିଲ ସର୍ଭିସ ଡେ ପାଳନ ଅବସରରେ ଏହି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରୂପାନ୍ତରିତ ଶାସନକୁ ଗୁରୁତ୍ୱ ଦିଆଯାଉଛି। ଯାହାର ଉଦ୍ଦେଶ୍ୟ, ସମସ୍ୟାର ଲକ୍ଷଣ ନୁହଁ ବଂର ମୂଳକୁ ଯାଇ ବ୍ୟବସ୍ଥା ଓ ସମାଜରେ ପରିବର୍ତ୍ତନ ଆଣିବା।

ଉଭୟ ବ୍ୟବହାର ଓ ନୂଆ ପ୍ରଯୁକ୍ତିବିଦ୍ୟା ଆପଣାଇବାରେ ଓଡ଼ିଶା ସିଭିଲ ସର୍ଭିସେସ୍‌ ଆଭିମୁଖ୍ୟରେ ଉନ୍ନତି ଆସିଛି। ଶାସନ ପ୍ରତି ଲୋକଙ୍କ ପ୍ରକୃତ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଫାଇଭ ଟି ଅଭିଯାନ ଓ ମୋ ସରକାର କାର୍ଯ୍ୟ କରୁଛି। ସିଭିଲ ସର୍ଭିସେସ୍‌ ପାରମ୍ପରିକ ଭାବେ ଉପରୁ-ତଳ କ୍ରମରେ କାର୍ଯ୍ୟକରେ। କିନ୍ତୁ ଏହା ଏବେ ନାଗରିକ କୈନ୍ଦ୍ରିକ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

KNews Bureau

Recent Posts

ଗ୍ରାହକଙ୍କୁ ଆଶ୍ୱସ୍ତି, ମାସ ଆରମ୍ଭରୁ କମିଲା ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ଦେଶରେ ଲୋକସଭା ନିର୍ବାଚନର ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି । ଭୋଟ ଚାଲିଥିବା ବେଳେ ଗ୍ରାହକଙ୍କୁ ଖୁସି କରିଦେଇଛନ୍ତି…

2 mins ago

ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ

କେନ୍ୟୁଜ୍‌: ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ । ୫୭ଟି…

28 mins ago

ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ

ମୟୂରଭଞ୍ଜ(କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…

41 mins ago

ଆସନ୍ତୁ ଜାଣିବା ଆଜି କେଉଁ ସହରରେ କେତେ ରହିଛି ଡିଜେଲ ଓ ପେଟ୍ରୋଲ୍ ମୂଲ୍ୟ

ଆସନ୍ତୁ ଜାଣିବା ଆଜି କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା…

59 mins ago

ଜାଣନ୍ତୁ ଆଜିର ସୁନା ଓ ରୁପା ଦର

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

1 hour ago

ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର

କେନ୍ଦୁଝର (କେନ୍ୟୁଜ): ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । କାଠି କଣ୍ଢେଇ ନୃତ୍ୟ ସଂସ୍କୃତିକୁ ବଞ୍ଚେଇ ରଖିଥିବା…

1 hour ago