ରାଜ୍ୟ

ସାଇବର କ୍ରିମିନାଲଙ୍କ ଟାର୍ଗେଟରେ ଉଚ୍ଚ ପଦସ୍ଥ ଅଧିକାରୀ, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ନାଁରେ ଜାଲ୍‌ ଫେସବୁକ୍‌ ଆକାଉଣ୍ଟ ଖୋଲି ମାଗୁଛନ୍ତି ଟଙ୍କା

କଟକ(କେ ନ୍ୟୁଜ); କଟକ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନୀଲ ସାମଲଙ୍କ ନାଁରେ ଜାଲ୍‌ ଫେସବୁକ୍‌ ଆକାଉଣ୍ଟ । ତାଙ୍କ ନାଁରେ ଫେକ୍‌ ଆକାଉଣ୍ଟ ଖୋଲି ବିଭିନ୍ନ ଲୋକଙ୍କୁ ଟଙ୍କା ମାଗୁଛି ହ୍ୟାଣ୍ଡଲର୍‌ । ଦୁଇ ଦିନ ତଳେ ଏଭଳି ଏକ ଘଟଣା ଘଟିଛି । କେହି ଏଭଳି ଆକାଉଣ୍ଟ ଖୋଲି ଟଙ୍କା ମାଗୁଥିବାର ଅଭିଯୋଗ ଆସିଛି ।

ଏ ସମ୍ପର୍କରେ ସାଇବର କ୍ରାଇମ ଥାନାକୁ ଅବଗତ କରିଥିବା ଆରଡିସି ଅନୀଲ ସାମଲ ପ୍ରତିକ୍ରିୟା ରଖିଛନ୍ତି । ଏନେଇ ନିଜ ଟ୍ଵିଟରରେ ଜନସାଧାରଣଙ୍କୁ ସତର୍କ ମଧ୍ୟ କରିଛନ୍ତି ଆରଡିସି ।

KNews Bureau

Recent Posts

ନୂଆଦିଲ୍ଲୀ: ବଢିଲା ଅମୁଲ କ୍ଷୀର ଦାମ୍‌, ଆଜିଠୁ ଲିଟର ପିଛା ଦେବାକୁ ହେବ ଆଉ ଅଧିକ ୨ ଟଙ୍କା

ନିର୍ବାଚନ ସରିବା ପରେ ବଢିଲା କ୍ଷୀର ଦାମ୍‌ । ନର୍ବାଚନ ଫଳାଫଳ ଆସନ୍ତା ୪ ତାରିଖରେ ଘୋଷଣା ହେବା ପୂର୍ବରୁ…

4 mins ago

ଭୂମିକମ୍ପରେ ଥରିଲା ଜାପାନ, ୧୦ ମିନିଟ୍‌ ବ୍ୟବଧାନରେ ୨ଟି ଝଟ୍‌କା

ଜାପାନ ମଧ୍ୟ ଭାଗରେ ସୋମବାର ୫.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ସକାଳ ୬ଟା ୩୧ (ଭାରତୀୟ ସମୟ…

32 mins ago

ମଝି ଆକାଶରେ କୌଶଳ ଦେଖାଉଥିଲା ୬ ବିମାନ, ଧକ୍କା ହେବାରୁ ଚାଲିଗଲା ଜୀବନ: ଭିଡିଓ ଭାଇରଲ

ଏୟାର ଶୋ ବେଳେ ମଝି ଆକାଶରେ ଧକ୍କା ହେଲା ଦୁଇ ବିମାନ । ଆଉ ଦୁର୍ଘଟଣାରେ ଚାଲିଗଲା ପାଇଲଟଙ୍କ ଜୀବନ…

32 mins ago

ନିଖୋଜ ଡାକ୍ତରଙ୍କ ମିଳୁନି ପତ୍ତା, ଫେରାଇ ଆଣିବା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କଲେ ପରିବାରବର୍ଗ

ମାଲକାନଗିରି : ମାଲକାନଗିରି କାଲିମେଳାରେ ନିଖୋଜ ଡାକ୍ତରଙ୍କ ମିଳୁନି ପତ୍ତା। ଅପହରଣ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଗତକାଲି ଠାରୁ…

43 mins ago

ଟି୨୦ ବିଶ୍ୱକପ : ଓମାନକୁ ସୁପର ଓଭରରେ ହରାଇଲା ନାମ୍ବିଆ, କଲା ସୁପର ଓଭରରେ ବଡ ସ୍କୋର

ଟି୨୦ ବିଶ୍ୱକପ ଆରମ୍ଭ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ତୃତୀୟ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଓମାନ ଏବଂ ନାମ୍ବିଆ । ଏହି…

52 mins ago

ସପିଂ ମଲ ପୋଡ଼ି ପାଉଁଶ, ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ

ଗଜପତି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ଗୋଟିଏ ପଟେ କାଳବୈଶାଖୀର ତାଣ୍ଡବଲୀଳା ଚାଲିଥିବା ବେଳେ, ରାଜଦାଣ୍ଡ ଏକ ଘରୋଇ ରେ…

55 mins ago