ଭୁବନେଶ୍ବର(କେନ୍ୟୁଜ୍): ଡିଜେ ଗାଡ଼ିକୁ ୫୨ ହଜାର ଟଙ୍କା ତଣ୍ଡ । ଚାଲାଣ କାଟିଛି ଭୁବନେଶ୍ୱର RTO । ଗାଡ଼ିରେ ନଥିଲା ଫିଟ୍ନେସ । ସେହିପରି ଇନସ୍ୟୁରାନ୍ସ ନଥିବା ବେଳେ ବିନା ରୋଡ୍ ପରମିଟରେ ଚାଲୁଥିଲା ଗାଡ଼ି । ଯାଞ୍ଚ ବେଳେ ଧରାପଡ଼ିଥିଲା । ଗାଡ଼ି ଟ୍ୟାକ୍ସ ଦେଉ ନଥିବାରୁ କାର୍ଯ୍ୟାନୁଷ୍ଠାନ ହୋଇଛି । ପରିବହନ ଆପ ମାଧ୍ୟମରେ ଗାଡିଟିର ନମ୍ବରରୁ ଜଣା ପଡିଛି ଏହା ୨୭ ବର୍ଷ ପୂରୁଣା ଗାଡି। ଏହାର ବଡି ଓ ଚେସିସି କାମ କରାଯାଇ ଡିଜେ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ଏବେ ଏତ ବଡ ରକମର ଗାଡି ଚାଲଣ ଦେଖି ମାଲିକଙ୍କ ମୁଣ୍ଡ ଚକର କାଟିଛି । ତେବେ ଏହାକୁ ନେଇ ମାଲିକଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…
ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…
ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…
ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…
ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…