କେନ୍ଦ୍ରାପଡା(କେନ୍ୟୁଜ୍): କ୍ବାରେଣ୍ଟାଇନ ସେଣ୍ଟରରେ ଭୂତ ଆତଙ୍କ । କିଏ ଚେତାଶୂନ୍ୟ ହୋଇ ପଡ଼ୁଛି, ତ ଆଉ କିଏ ଅନ୍ୟକୁ ଆକ୍ରମଣ କରୁଛି । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ତୁଳସୀ ମହିଳା ମହାବିଦ୍ୟାଳୟ କ୍ୱାରେଣ୍ଟାଇନ୍ ସେଣ୍ଟରର । କେରଳରୁ ଫେରି ଏହି କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ ପାଖାପାଖି ୧୪୭ ଜଣ ଯୁବତୀ ।
କିନ୍ତୁ ତିନି ଦିନ ହେବ ସେଣ୍ଟରରେ ଅଦ୍ଭୁତ ଭୌତିକ କାଣ୍ଡ ଘଟିଚାଲିଥିବାର ଅଭିଯୋଗ କରିଛନ୍ତି ଅନ୍ତେବାସୀ। ଏହି ଭୂତ ଭୟ ଯୋଗୁ ୫ ଜଣ ଅସୁସ୍ଥ ମଧ୍ୟ ହୋଇପଡ଼ିଛନ୍ତି । ତିନି ପରିବାର ଲୋକେ ପ୍ରଶାସନକୁ ଘଟଣା ସଂପର୍କରେ ଜଣାଇବା ପରେ ସମସ୍ତ ଯୁବତୀଙ୍କୁ ରାଜନଗର ହାତିନ୍ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି ।
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…
ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାକୟଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…
ଉଦ୍ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍ ମଙ୍ଗଳବାର ଭୁଶୁଡ଼ି…
କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…
ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…
ଭୁବନେଶ୍ୱର(କେନ୍ୟୁଜ୍): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…