ଭୁବନେଶ୍ବର: ଖସୁଛି ପାରଦ, ବଢୁଛି ଥଣ୍ଡା । କିଛି ଦିନ ହେଲା ସୋନପୁରରେ ଶୀତ ଅନୁଭୂତ ହେଉଛି । ପାରଦ ଯେତିକି ଖସୁଛି ଶୀତର ମାତ୍ରା ବେଶ ଅନୁଭୂତ ହେଉଛି । ଶୀତର ମଜା ଉଠାଇବାକୁ ସକାଳୁ ସକାଳୁ ରାସ୍ତାରେ ଜମୁଛି ଲୋକଙ୍କ ଭିଡ଼। ମର୍ଣ୍ଣିଂ ୱାକ ସାଙ୍ଗକୁ ବାମ୍ଫ ଉଠା ଚା’ର ମଜା ନେଉଥିବା ଦେଖାଯାଇଛି। ଶୀତର ମାତ୍ର ଯେତିକି ବଢୁଛି କରୋନାର ଅଜଣା ଭୟ ମନରେ ସଞ୍ଚାର ହେଉଛି ।
ଅନ୍ଯପଟେ କୁହୁଡିର ଚାଦର ତଳେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି। ରାଜ୍ୟରେ ପାରଦ ଖସିବା ସହ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ ଅଧିକ ଶୀତ ଅନୁଭୂତ ହେଉଛି। ଦିନ ୧୦ଟା ପର୍ଯ୍ୟନ୍ତ ଘନ କୁହୁଡିର ଆସ୍ତରଣ ରହୁଛି। ରାସ୍ତାଘାଟ ଠିକ୍ରେ ନଦେଖାଯିବାରୁ ଯାତାୟତରେ ବାଧା ସୃଷ୍ଟି ହେଉଛି ।
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…