weather report in odisha

ଦୁର୍ବଳ ମୌସୁମୀ ପ୍ରଭାବରେ ବଢୁଛି ଦିନ ତାପମାତ୍ରା, ରାଜ୍ୟର ୧୧ଟି ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରେକର୍ଡ

ଭୁବନେଶ୍ୱର(କେନ୍ୟୁଜ୍): ଦୁର୍ବଳ ମୌସୁମୀ ପ୍ରଭାବରେ ବଢୁଛି ଦିନ ତାପମାତ୍ରା। ରାଜ୍ୟର ୧୧ଟି ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି। ୩୭.୨ ଡିଗ୍ରୀ ସହ…

2 years ago

ପ୍ରବଳ ବର୍ଷା ପାଇଁ ଟ୍ଵିନସିଟିକୁ ସତର୍କତା ଜାରି, କଟକ ଜିଲ୍ଲାରେ ସରକାରୀ ଛୁଟି ବାତିଲ କଲେ ଜିଲ୍ଲାପାଳ

ଭୁବନେଶ୍ୱର/କଟକ(କେନ୍ୟୁଜ୍): ପ୍ରବଳ ବର୍ଷା ପାଇଁ ଟ୍ଵିନସିଟିକୁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ତୁହାକୁ ତୁହା ବର୍ଷା ସହ ଘଣ୍ଟାପ୍ରତି ୨ରୁ ୩ ସେଣ୍ଟିମିଟର ବର୍ଷା…

2 years ago

ସକାଳୁ ଆଂଶିକ ମେଘୁଆ ରହିଛି ପାଗ, ଅପରାହ୍ନରେ ହୋଇପାରେ ହାଲୁକା ବର୍ଷା

ଭୁବନେଶ୍ବର(କେନ୍ୟୁଜ୍): ଗତକାଲି ଶନିବାର ଭୁବନେଶ୍ବର ଓ କଟକର ସର୍ବୋଚ୍ଚ ତାପମାତ୍ରା ଯଥାକ୍ରମେ ୩୫.୭ଡିଗ୍ରି ଓ ୩୫.୬ଡିଗ୍ରି ରେକର୍ଡ ହୋଇଥିଲା। ତେବେ ଆଜି ରାଜଧାନୀ ଓ ଏହାର ସଂଲଗ୍ନ…

2 years ago

୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୭ଟି ସହର, ବଲାଙ୍ଗିର ସବୁଠୁ ଉତ୍ତପ୍ତ

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟର ବିଭିନ୍ନ ସହରରେ ବଢିବାରେ ଲାଗିଛି ତାତି। ୪୦ ଡିଗ୍ରୀ ଉପରେ ରହିଛି ୭ଟି ସହର। ବଲାଙ୍ଗିର ପାଲଟିଛି ସବୁଠୁ ଉତ୍ତପ୍ତ ସହର । ଏଠାରେ…

2 years ago

ପୁଣି ୧୭ରୁ ଆସୁଛି ଆଉ ଏକ ପଶ୍ଚିମା ଝଡ଼, ଫେବ୍ରୁଆରୀରେ ରାଜ୍ୟର ସବୁଠାରୁ ଉତ୍ତାପ ସହର ଟିଟିଲାଗଡ଼

ଭୁବନେଶ୍ବର(କେନ୍ଯୁଜ୍): ପୁଣି ଆସୁଛି ଆଉ ଏକ ପଶ୍ଚିମା ଝଡ଼ । ୧୭ରୁ ପଶ୍ଚିମାଝଡ଼ର ପ୍ରଭାବ । ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି…

2 years ago

ଆସନ୍ତାକାଲିଠୁ ପାଗରେ ହେବ ପରିବର୍ତ୍ତନ, ତାପମାତ୍ରା ହ୍ରାସ ହେବା ସହ ବଢିବ ଶୀତ

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତାକାଲିଠୁ ପାଗରେ ହେବ ପରିବର୍ତ୍ତନ। ଏହା ପରେ ତାପମାତ୍ରା ହ୍ରାସ ହେବା ସହ ୩ରୁ ୫ଡିଗ୍ରୀ କମିବ ବୋଲି ପୂର୍ବାନୁମାନ ହୋଇଛି। ଫଳରେ ସର୍ବନିମ୍ନ ତାପମାତ୍ରା…

2 years ago

ଆଜିଠୁ ବର୍ଷା: ୪ ଦିନ ଯାଏ ଭିଜିବ ରାଜ୍ଯର ବିଭିନ୍ନ ସ୍ଥାନ, ଚାଷୀ ମୁଣ୍ଡରେ ପୁଣି ଚଡକ

ଭୁବନେଶ୍ବର(କେନ୍ଯୁଜ୍): ଆଜିଠୁ ପୁଣି ଭିଜିବ ଓଡ଼ିଶା। ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ…

2 years ago

ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଜି ବଢ଼ିବ ବର୍ଷାର ପରିମାଣ, ଆଉ ୨ ଦିନ ଯାଏଁ ଲାଗି ରହିବ ଏମିତି ପାଗ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା । ଆଉ ୨ ଦିନ ଯାଏଁ ଲାଗି ରହିବ ବର୍ଷା । ୱେଷ୍ଟର୍ଣ୍ଣ ଡିଷ୍ଟବାର୍ନ୍ସ ସହ ଦକ୍ଷିଣ ପଶ୍ଚିମ ରାଜସ୍ଥାନରୁ…

2 years ago

ସେପ୍ଟେମ୍ବରରେ ଅଧା ଓଡ଼ିଶାରେ ସ୍ୱାଭାବିକଠାରୁ ହେବ ଅଧିକ ବର୍ଷା! ନିଅଣ୍ଟ ପରିମାଣ ଭରଣା ହେବ

କେନ୍ଯୁଜ୍: ସେପ୍ଟେମ୍ବର ମାସରେ ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ। ୧୧୦ ପ୍ରତିଶତରୁ ଅଧିକ ଦୀର୍ଘ କାଳୀନ ହାରାହାରି ବର୍ଷା ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।…

3 years ago

ଆସୁଛି ଆଉ ଏକ ଲଘୁଚାପ: ଆସନ୍ତାକାଲିଠୁ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ହେବ ପ୍ରବଳ ବର୍ଷା

ଭୁବନେଶ୍ବର(କେନ୍ଯୁଜ୍): ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୮ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା । ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି,…

3 years ago

ଜୁନ ୨ୟ ସପ୍ତାହ ବେଳକୁ ରାଜ୍ୟରେ ବଢିପାରେ ବର୍ଷାର ପରିମାଣ, ଆଗାମୀ ୨୪ ଘଣ୍ଟା ପାଇଁ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର(କେନ୍ଯୁଜ୍): ଠିକ୍‌ ସମୟରେ ମୌସୁମୀ ଆସିଥିଲେ ସୁଦ୍ଧା କମ୍‌ ରହିଛି ବର୍ଷାର ପରିମାଣ। ଜୁନ ୨ୟ ସପ୍ତାହ ବେଳକୁ ରାଜ୍ୟରେ ବଢିପାରେ ବର୍ଷାର ପରିମାଣ । ଆଗାମୀ…

3 years ago

ମାସ ଶେଷ ଆଡକୁ ପୁଣି ସୃଷ୍ଟି ହେବ ଆଉ ଏକ ଲଘୁଚାପ, ଜାଣନ୍ତୁ ଓଡ଼ିଶା ଉପରେ ରହିବ କି ନାହିଁ ପ୍ରଭାବ

ଭୁବନେଶ୍ବର: ଚଳିତ ମାସ ଶେଷ ଆଡକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ। ୨୪ ତାରିଖ ବେଳକୁ ଏହା ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇ ପରବର୍ତ୍ତୀ…

3 years ago