ରାଜ୍ୟ

ସକାଳୁ ଆଂଶିକ ମେଘୁଆ ରହିଛି ପାଗ, ଅପରାହ୍ନରେ ହୋଇପାରେ ହାଲୁକା ବର୍ଷା

ଭୁବନେଶ୍ବର(କେନ୍ୟୁଜ୍): ଗତକାଲି ଶନିବାର ଭୁବନେଶ୍ବର ଓ କଟକର ସର୍ବୋଚ୍ଚ ତାପମାତ୍ରା ଯଥାକ୍ରମେ ୩୫.୭ଡିଗ୍ରି ଓ ୩୫.୬ଡିଗ୍ରି ରେକର୍ଡ ହୋଇଥିଲା। ତେବେ ଆଜି ରାଜଧାନୀ ଓ ଏହାର ସଂଲଗ୍ନ ଅଞ୍ଚଳ ଗୁଡ଼ିକର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୭ ଡିଗ୍ରି ମଧ୍ୟରେ ରହିବ ବୋଲି ସମ୍ଭାବନା କରାଯାଇଛି। ତେବେ ଆଜି ସକାଳୁ ପାଗ ଆଂଶିକ ମେଘୁଆ ରହିଥିବା ସହିତ ଅପରାହ୍ନରେ ହାଲୁକା ବର୍ଷା ହୋଇପାରେ ବୋଲି ସମ୍ଭାବନା କରାଯାଇଛି।

ସୂଚନା ଅନୁଯାୟୀ, ବର୍ତ୍ତମାନ ସାରା ରାଜ୍ୟବାସୀ ପ୍ରାକ୍‌-ମୌସୁମୀ ବର୍ଷାରେ ଭିଜିବା କଥା। କିନ୍ତୁ ପ୍ରବଳ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି। ଶନିବାର ଦିନ ରାଜ୍ୟର ୧୩ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ୪ସହରର ୪୪ଡିଗ୍ରି ପାର୍‌ କରିଥିଲା। ତେବେ ଗତକାଲି ରାତିରୁ ତାତିରୁ ମିଳିଛି ଆଶ୍ବସ୍ତି। ରାତିରେ ବେଶ୍ କିଛି ଘଣ୍ଟା ଧରି ଭୁବନେଶ୍ବରରେ ଲାଗି ରହିଥିଲା ଝଡ ବର୍ଷା। ସନ୍ଧ୍ୟା ୮.୩୦ରୁ ବର୍ଷା ଆରମ୍ଭ ହୋଇଯାଇଥିଲା । ଅସହ୍ୟ ଗୁଳୁଗୁଳି ଅନୁଭବ କରୁଥିବା ରାଜଧାନୀବାସୀଙ୍କୁ ଟିକିଏ ଥଣ୍ଡା ଅନୁଭବ କରାଇଛି ପାଗ।  ଡହଡହ ଖରାରେ ଅତିଷ୍ଠ  ହୋଇପଡିଥିବା ରାଜଧାନୀବାସୀ ବର୍ଷାର ଆନନ୍ଦ ଉଠାଇଛନ୍ତି।

Sonalisa

Recent Posts

ଖାଦ୍ୟ ଅନ୍ୱେଷଣରେ ବାଡ଼ି ଘର ବୁଲୁଛି ଭାଲୁ, ଯାହାର ଭିଡିଓ ସିସିଟିଭି ରେ କଏଦ୍‌

ଉମରକୋଟ : ସଞ୍ଜ ହେଲେ ଗାଁରେ ପଡ଼ୁଛି ତାଟି କବାଟ । ଭୟରେ ଘରୁ ବାହାରକୁ ବାହାରି ପାରୁନାହାଁନ୍ତି ଲୋକେ…

7 mins ago

ସଂସ୍କୃତି ମନ୍ତ୍ରଣାଳୟରେ ଚାକିରି ସୁଯୋଗ, ମାସକୁ ଦରମା ୧ଲକ୍ଷ ୭୭ ହଜାର

ଚାକିରି କରିବା ପାଇଁ ଇଚ୍ଛୁକ ଥିଲେ ଆପଣଙ୍କ ପାଇଁ ଖୁସି ଖବର । ସଂସ୍କୃତି ମନ୍ତ୍ରଣାଳୟରେ ୫୦ରୁ ଅଧିକ ପଦବୀରେ…

18 mins ago

ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଚଳ ଚଞ୍ଚଳ ସୁବର୍ଣ୍ଣପୁର ସହର, ବାହାଘର ପାଇଁ ପ୍ରସ୍ତୁତ ହୋଇଛନ୍ତି ଉଭୟ ପକ୍ଷ

ସୁବର୍ଣ୍ଣପୁର(କେନ୍ୟୁଜ): ଆସନ୍ତା କାଲି ଶୀତଳ ଷଷ୍ଠୀ ଯାତ୍ରା । ଅନୁଷ୍ଠିତ ହେବ ଦେବ ଦମ୍ପତିଙ୍କ ବାହାଘର । ପବିତ୍ର ଶୀତଳ…

43 mins ago

ଅଭିନେତ୍ରୀ ହେବାକୁ ଏହି ସର୍ତ୍ତ ରଖିଥିଲେ ସାନିଆ, କପିଲ ଶୋରେ କଲେ ଖୁଲାସା

ଭାରତର ପୂର୍ବତନ ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା ନିଜର ବ୍ୟକ୍ତିଗତ ଜୀବନକୁ ନେଇ କିଛିଦିନ ହେଲାଣି ଚର୍ଚ୍ଚାରେ ରହିଛନ୍ତି…

53 mins ago

ମୁମ୍ବାଇ ହୋର୍ଡିଂ ଭୁଶୁଡ଼ିବା ମାମଲାରେ ଆଉ ୨ ଗିରଫ, ଗୋଆରୁ ଧରିଲା କ୍ରାଇମ୍‌ ବ୍ରାଞ୍ଚ ଟିମ୍‌

ମୁମ୍ବାଇର ଘାଟକୋପରରେ ହୋର୍ଡିଂ ଭୁଶୁଡ଼ିବା ମାମଲାରେ ଆଉ ୨ ଜଣ ଗିରଫ ହୋଇଛନ୍ତି । ମାମଲାର ତଦନ୍ତ କରୁଥିବା ମୁମ୍ବାଇ…

55 mins ago

ଶପଥ ଗ୍ରହଣ ପରେ ବିଜେପି କେଉଁ ମନ୍ତ୍ରଣାଳୟ ରଖିବ, ସହଯୋଗୀଙ୍କୁ ମିଳିବ କ’ଣ ?

ଆଜି ତୃତୀୟଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ତେବେ ତାଙ୍କ ମନ୍ତ୍ରିମଣ୍ଡଳର ରୂପରେଖ କଣ ହେବ,…

1 hour ago