ରାଜ୍ୟ

କାଜୁରେ ଜଗନ୍ନାଥ, ସାବୁନରେ ମାଆ କଟକଚଣ୍ଡୀ: ଚର୍ଚ୍ଚାରେ ଭିନ୍ନ ଏକ ଚିତ୍ରଶିଳ୍ପୀ ମନୋଜ କୁମାର ସାହୁ

କଟକ: କାଜୁରେ ଜଗନ୍ନାଥ, ସାବୁନରେ ମାଆ କଟକଚଣ୍ଡୀ । ଚର୍ଚ୍ଚାରେ ଭିନ୍ନ ଏକ ଚିତ୍ରଶିଳ୍ପୀ ମନୋଜ କୁମାର ସାହୁ । କଟକରେ ରୁହନ୍ତି କେନ୍ଦ୍ରାପଡାର ମନୋଜ । ପିଲାଙ୍କୁ ଟ୍ୟୁସନ କରନ୍ତି । ଲକ୍‌ଡାଉନରେ ସମୟକୁ ଅପଚୟ ନକରି କଣ କରିବେ ବୋଲି ଭାବୁ ଭାବୁ ପାଲଟି ଯାଇଛନ୍ତି ଜଣେ ଭିନ୍ନ ଧରଣର ଚିତ୍ରକର ।

କାଜୁରେ ଜଗନ୍ନାଥ,ସାବୁନରେ କଟକଚଣ୍ଡୀ ଏବଂ ଗୁଆରେ କରିଛନ୍ତି ଲକ୍ଷ୍ମୀଙ୍କ ଚିତ୍ର । ସାବୁନରେ ଠାକୁରଙ୍କ ଚିତ୍ର ଆଙ୍କିବାକୁ ଲାଗିଥାଏ ପ୍ରାୟ ଘଣ୍ଟାଏ । ଅନ୍ୟ ସୁକ୍ଷ୍ମ କାରୁକାର୍ଯ୍ୟ ଦୁଇ ଘଣ୍ଟାରେ କରିଥାନ୍ତି । ନିଜର ନିଆରା କଳାକୃତି ପାଇଁ ବେଶ ପ୍ରଶଂସା ସାଉଁଟୁଛନ୍ତି ମନୋଜ ।

Sonalisa

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

7 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

10 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

10 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

11 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

13 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

13 hours ago