ଯାଜପୁର : କରୋନାକୁ ନେଇ ଏବେ ସାରା ଦେଶ ସମେତ ରାଜ୍ୟ ମୁକାବିଲା କରୁଛନ୍ତି । ଲକଡାଉନ ଜାରି ହେବା କାରଣରୁ ଏବେକା ସମୟରେ ସବୁ କାମ ଧନ୍ଦା ବି ବନ୍ଦ । ଏପରି ପରିସ୍ଥିତିରେ ବେଶୀ ହଇରାଣର ସାମ୍ନା କରୁଛନ୍ତି ଦିନମଜୁରିଆ ତଥା ଗରିବ ଶ୍ରେଣୀର ଲୋକେ । ଏମିତିକି ସେମାନଙ୍କୁ ଦିନ ଦିନ ଧରି ଭୋକ ଉପାସରେ ରହିବାକୁ ପଡୁଛି । ଏଭଳି ସମୟରେ ସେମାନଙ୍କୁ ସହାୟତାର ହାତ ବଢାଇଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପୋଲିସ ।
ଥାନା ଅଧିକାରୀ ସରୋଜ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କ୍ଷେତ୍ରପାଳ, କଂଟିଗଡିଆ, ଦେଓଦା, ନୀଳକଂଠୁର, କାଏମା ଆଦି ଅଂଚଳରେ ଶତାଧିକ ଗରିବ ଶ୍ରେଣୀର ପରିବାରଙ୍କୁ ଶୁଖିଲା ଖାଦ୍ୟ ବଂଟନ କରାଯିବା ସହ ସେମାନଙ୍କୁ କରୋନା ଭୂତାଣୁ ଠାରୁ ଦୂରେଇ ରହିବା ପାଇଁ ସଚେତନ ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି । ଏହି କାର୍ଯ୍ୟକ୍ରମରେପୋଲିସ ସମିତିର ଅନେକ କର୍ମକର୍ତ୍ତା ସାମିଲ ହୋଇ ଖାଦ୍ୟ ବଂଟନ ଜାରି
ରଖିଛନ୍ତି ।
ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…
ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…
ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…
ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…
ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…