ବିଶ୍ୱ କବି ସମ୍ମିଳନୀରେ ଦେଶ ବିଦେଶର ବହୁ ପ୍ରତିଷ୍ଠିତ କବି ଯୋଗ ଦେଇଥିଲେ। କିନ୍ତୁ ଆଜିର ମୁଖ୍ୟ ଆକର୍ଷଣ ପାଲଟିଥିଲେ ଛଅ ବର୍ଷର କୁନି ଝିଅ। କିସ୍ରେ ପଢୁଥିବା ଝିଅଟି, ଗାନ୍ଧୀଙ୍କୁ ନେଇ ଦେଇଥିବା ଅଭିଭାଷଣ ସମସ୍ତଙ୍କୁ ଅଭିଭୂତ କରିଥିଲେ। ଗତ ୨୮ ତାରିଖରେ ଏକ କାର୍ଯ୍ୟକ୍ରମରେ ସେ ରଖିଥିବା ଭାଷଣା ସୋସିଆଲ ମିଡିଆରେ ବେଶ ଲୋକପ୍ରିୟ ହୋଇଛି। କୁନି ଝିଅଟି ଆଜି ବିଶ୍ୱର ପ୍ରତିଷ୍ଠିତ କବିଙ୍କ ଆଗରେ ରଖିଥିଲା ନିଜର ଭାଷଣ ।
ମେଷ: ଆଜି ନିଜକୁ ଶକ୍ତିବାନ୍ ଅନୁଭବ କରିବେ । ପାରିବାରିକ ସୁଖ, ଶାନ୍ତି ରହିବ । ସମ୍ପତ୍ତି ବିବାଦରେ ବିଜୟ…
ଭୁବନେଶ୍ୱର(କେନ୍ୟୁଜ୍): ମୋଦି ସରକାରର ନିଜ ସ୍ଥାନ ବଜାୟ ରଖିଛନ୍ତି ଓଡ଼ିଶାର ତିନି ମନ୍ତ୍ରୀ । ଅପରିବର୍ତ୍ତିତ ରହିଛି ଧର୍ମେନ୍ଦ୍ର ପ୍ରଧାନ,…
ଭୁବନେଶ୍ୱର(କେନ୍ୟୁଜ୍): କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅନେକ ଅବଦାନ ରହିଛି । କେଵଳ କନ୍ଧମାଳ କାହିଁକି ଭୁବନେଶ୍ୱରର ମର୍ଯ୍ୟାଦା…
ଲମତାପୁଟ: ମାଛକୁଣ୍ଡ ପୋଲିସର ବଡ଼ ସଫଳତା । ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ ।…
ବାସୁଦେବପୁର: ଜମିଜମା ବିବାଦକୁ ନେଇ ତୁମୁଳକାଣ୍ଡ । ଘରେ ଲଗାଇଦେଲେ ନିଆଁ । ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ…
ନୂଆଦିଲ୍ଲୀ: ମୋଦିଙ୍କ ତୃତୀୟ ଇନିଂସରେ ମନ୍ତ୍ରୀମାନେ ଶପଥ ନେବା ପରେ ଆଜି ସେମାନଙ୍କ ବିଭାଗ ବଣ୍ଟନ କରାଯାଇଛି । ଆସନ୍ତୁ…